ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ୨ ଯୁବତୀ, ଜଣେ ହଜାରେ ପାଇ ୮୦ ହଜାର ହରାଇଲେ

କଟକ (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ୨ ଶିକ୍ଷିତ ଯୁବତୀ । ସେମାନଙ୍କ ମଧ୍ୟରୁ ଜଣେ ଆଇନ ଛାତ୍ରୀ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଚାକିରି କରିଥିବା ଜଣାପଡ଼ିଛି। ମୋବାଇଲକୁ ଆସିଥିବା ଅଜଣା ଲିଙ୍କରେ କ୍ଲିକ୍‌ କରି ୨ ଯୁବତୀ ଏପରି ହିନସ୍ଥା ହୋଇଥିବା ବେଳେ ଜଣଙ୍କୁ ବ୍ଲାକମେଲିଂ କରି ୮୦ ହଜାର ନେଇ ଯାଇଛନ୍ତି ସାଇବର ଲୁଟେରା। କଟକ ସାଇବର ଥାନାରେ ଏନେଇ ଅଭିଯୋଗ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। […]

Cyber Loot

Cyber Loot

Niharika Rout
  • Published: Tuesday, 09 August 2022
  • Updated: 09 August 2022, 12:08 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ୨ ଶିକ୍ଷିତ ଯୁବତୀ । ସେମାନଙ୍କ ମଧ୍ୟରୁ ଜଣେ ଆଇନ ଛାତ୍ରୀ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଚାକିରି କରିଥିବା ଜଣାପଡ଼ିଛି। ମୋବାଇଲକୁ ଆସିଥିବା ଅଜଣା ଲିଙ୍କରେ କ୍ଲିକ୍‌ କରି ୨ ଯୁବତୀ ଏପରି ହିନସ୍ଥା ହୋଇଥିବା ବେଳେ ଜଣଙ୍କୁ ବ୍ଲାକମେଲିଂ କରି ୮୦ ହଜାର ନେଇ ଯାଇଛନ୍ତି ସାଇବର ଲୁଟେରା। କଟକ ସାଇବର ଥାନାରେ ଏନେଇ ଅଭିଯୋଗ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।

ଠକାମୀର ଶିକାର ହୋଇଥିବା ଆଇନ ଛାତ୍ରୀ ଜଣଙ୍କ କହିଛନ୍ତି, ୪ ଦିନ ପୂର୍ବେ ମୋ  ହ୍ୱାଟସ୍‌ ଆପ୍‌କୁ ଏକ ଲିଙ୍କ୍‌ ଆସିଥିଲା। ତାହାକୁ କ୍ଲିକ୍‌ କରିବାରୁ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତିଜଣକ ମୋତେ ଡିଟେଲ୍ସ ମାଗିଥିଲେ। ମୁଁ ବି ଭରସା କରି ଦେଇଥିଲି। ଏହାପରେ ସେମାନେ ମୋତେ ବ୍ଲାକମେଲ କରିବା ଆରମ୍ଭ କଲେ। ଗତ ରବିବାର ହ୍ୱାଟସ୍‌ ଆପ୍‌କୁ ଏକ ଅଜଣା ନମ୍ବରରୁ ଲିଙ୍କ ଆସିଲା। ତାହାକୁ କ୍ଲିକ୍‌ କରି ଟଙ୍କା ଦେବା ପାଇଁ ମେସେଜ ଆସିଲା।  ଏହାପରେ ହ୍ୱାଟସ୍‌ ଆପ୍‌ରେ ଭଏସ କଲ୍‌ କରି ଟଙ୍କା ଦେବାକୁ ଧମକ ଦେଲେ। ଟଙ୍କା ନ ଦେଲେ ମୋବାଇଲରେ ଥିବା ସବୁ ନମ୍ବରକୁ ଅଶ୍ଳୀଳ ଫଟୋ ପଠାଇବୁ ବୋଲି ଧମକ ଦେଲେ । ଏନେଇ ମୁଁ ମୋ ମା’ଙ୍କୁ ଜଣାଇଲି। ଏହାପରେ ସେମାନେ ମୋ କଣ୍ଟାକ୍ଟରେ ଥିବା ବହୁ ନମ୍ବରକୁ ମୋର ଅଶ୍ଳୀଳ ଫଟୋ ପଠାଇଛନ୍ତି। ଏପରିକି ଫୋନ୍‌ କରି ମୁଁ ଲୋନ୍‌ ନେଇ ଶୁଝୁ ନ ଥିବା ମୋ ସାଙ୍ଗ ତଥା ବନ୍ଧୁବାନ୍ଧବଙ୍କୁ ଜଣାଇଲେ। ମୁଁ ଏନେଇ ସାଇବର ଥାନାର ଦ୍ୱାରସ୍ଥ  ହୋଇଛି।

ଅପରପକ୍ଷେ, ଏଭଳି ଠକାମୀର ଶିକାର ହୋଇଥିବା ଅନ୍ୟ ଜଣେ ଯୁବତୀ ଫୁଲନଖରା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଯୁବତୀଙ୍କ ନିକଟକୁ ପ୍ରାୟ ୩ ମାସ ପୂର୍ବେ ଏକ ଅଜଣା ନମ୍ବରରୁ ଲିଙ୍କ୍‌ ଆସିଲା। ତାକୁ କ୍ଲିକ କରିବାରୁ ତାଙ୍କର ଲକି ଡ୍ର ଉଠିଛି ବୋଲି ମେସେଜ୍ ଆସିଥିଲା। ଏହା ପରେ ଡକ୍ୟୁମେଣ୍ଟ ଦେଲେ ଟଙ୍କା ଦିଆଯିବ ବୋଲି ମେସେଜ୍ ଆସିଥିଲା। ଏହାକୁ ଭରସା କରି ଯୁବତୀଜଣଙ୍କ ନିଜ ଆଧାର ଓ ପ୍ୟାନ ନମ୍ବର ଦେଇଥିଲେ। ଏହାପରେ ତାଙ୍କ ନିକଟକୁ ହଜାରେ ଟଙ୍କା ଆସିଥିଲା। ହେଲେ ତା’ପରେ ସାଇବର ଠକ ତାଙ୍କ ଫୋନ୍‌ ହ୍ୟାକ କରି ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା  ନ ଦେଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଦେବେ ବୋଲି କହିଥିଲେ।

ଲୋକଲଜ୍ଜା ଭୟରେ ଯୁବତୀଜଣକ ଗତ ୩ ମାସରେ ଉକ୍ତ ସାଇବର ଠକଙ୍କୁ ପ୍ରାୟ ୮୦ ହଜାର ଟଙ୍କା ଦେଇଛନ୍ତି। ସେ ଆଉ ଟଙ୍କା ନ ଦେବାରୁ ତାଙ୍କ ବାପାଙ୍କ ନିକଟକୁ ଏକ କଲ୍‌ ଯାଇଥିଲା। ଯୁବତୀଜଣକ ଲୋନ୍‌ ନେଇଥିବା ବେଳେ ଶୁଝୁ ନ ଥିବା ଉକ୍ତ ଠକ କହିଥିଲେ। ଇତି ମଧ୍ୟରେ ଟଙ୍କା ନ ମିଳିବାରୁ ଯୁବତୀଙ୍କ ଫଟୋକୁ ଏଡିଟ କରି ଅଶ୍ଳୀଳ ଫଟୋ ତାଙ୍କ କଣ୍ଟାକ୍ଟ ନମ୍ବରରେ ଭାଇରାଲ କରି ଦିଆଯାଇଛି। ଏନେଇ ଅବଗତ ହେବା ପରେ ଯୁବତୀଙ୍କ ପରିବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, ଅଜଣା ନମ୍ବରରୁ ଆସୁଥିବା ଲିଙ୍କକୁ କେବେ ବି କ୍ଲିକ୍‌ କରନ୍ତୁ ନାହିଁ। ଏହାବାଦ ନିଜ ଡକ୍ୟୁମେଣ୍ଟ କେବେ କାହା ସହ ଶେଆର କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story