୨୦୧୪-୧୫ ଆର୍ଥିକବର୍ଷରେ ୯୩୩ ଜୀବନ ବୀମା ଓ ସାଧାରଣ ବୀମା ଅଭିଯୋଗରୁ ସମାଧାନ ହୋଇଛି ୬୩୩

ଭୁବନେଶ୍ୱର:ବୀମା ଲୋକପାଳ ୨୦୧୪-୧୫ ଆର୍ଥିକବର୍ଷରେ ଜୀବନ ବୀମା ଓ ସାଧାରଣ ବୀମା ନେଇ ୯୩୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ୬୩୩ଟିର ସମାଧାନ କରିଛନ୍ତି। ଏଥିରେ ଜୀବନ ବୀମା କ୍ଷେତ୍ରରେ ୧କୋଟି ୪୦ଲକ୍ଷ ଓ ସାଧାରଣ ବୀମାରେ ୬୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ବିଭିନ୍ନ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେପ୍ଟେମ୍ୱର ଶେଷ ସୁଦ୍ଧା ୬୬୬ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୫୩୮ଟିର ସମାଧାନ ହୋଇଥିବା ବୀମା ଲୋକପାଳ ଦିବସ ଅବସରରେ ସୂଚନା ଦିଆଯାଇଛି।

bima lokpala

Rakesh Mallick
  • Published: Thursday, 19 November 2015
  • , Updated: 19 November 2015, 09:28 AM IST

Related story