ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୦ ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୧୧୯୨ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୮୮୨ । ସେହିପରି ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୩୮ , ଭଦ୍ରକରୁ ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି।
କଟକରୁ ୨୮୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୧, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତସିଂହପୁରରୁ ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫ , କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୪୬ କୋରାପୁଟ଼ରୁ ୧୦, ମାଲକାନଗିରିରୁ ୪୭ , ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮ , ନୂଆପଡ଼ାରୁ ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬ , ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୫୬, ଷ୍ଟେଟପୁଲରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୬୯ ହଜାର ୨୮୭ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭିଟି ୨.୯୯% ।
Covid-19 Report For 13th July
New Positive Cases: 2074
In Quarantine: 1192
Local Contacts: 882(Details of local contacts will be shared by concerned Dist Administration)
District Wise Cases:
1. Angul: 59
2. Balasore: 115
3. Bargarh: 38
4. Bhadrak: 110
5. Balangir: 17— I & PR Department, Odisha (@IPR_Odisha) July 14, 2021
6. Boudh: 12
7. Cuttack: 283
8. Deogarh: 3
9. Dhenkanal: 61
10. Gajapati: 3
11. Ganjam: 5
12. Jagatsinghpur: 99
13. Jajpur: 120
14. Jharsuguda: 5
15. Kalahandi: 5
16. Kandhamal: 19
17. Kendrapada: 58
18. Keonjhar: 46
19. Khurda: 443
20. Koraput: 10
21. Malkangiri: 47— I & PR Department, Odisha (@IPR_Odisha) July 14, 2021
22. Mayurbhanj: 115
23. Nawarangpur: 10
24. Nayagarh: 58
25. Nuapada: 4
26. Puri: 133
27. Rayagada: 16
28. Sambalpur: 30
29. Sonepur: 9
30. Sundargarh: 56
31. State Pool: 85New Recoveries: 2641
Cumulative Tested: 14772938
Positive: 945749
Recovered: 918041
Active Cases: 22860— I & PR Department, Odisha (@IPR_Odisha) July 14, 2021
୬୫ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବରଗଡ଼ରୁ ୧୦, ସୁନ୍ଦରଗଡ଼ରୁ ୭, ପୁରୀରୁ ୬ ଅାକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ନବରଙ୍ଗପୁରରୁ ୪, ଗଜପତି ଜିଲ୍ଲାରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବାଲେଶ୍ୱର, କନ୍ଧମାଳ, ମୟୂରଭଞ୍ଜରୁ ୨ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡିରୁ ଜଣେ ଲେଖା ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୮୦୬ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୪୧୦ ଅନୁଗୋଳରେ ୧୯୭, ବାଲେଶ୍ୱରରେ୧୪୦, ବରଗଡ଼ରେ ୨୧୪, ଢେଙ୍କାନାଳରେ୧୦୧ରେ ପହଞ୍ଚିଛି ଏହି ସଂଖ୍ୟା।
ସେହିପରି ଗଜପତି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଥିବାବେଳେ ଗଞ୍ଜାମରେ ୩୯୩, ଜଗତସିଂହପୁରରେ ୮୪, ଝାରସୁଗୁଡ଼ାରେ ୧୩୬, କଳାହାଣ୍ଡିରେ ୧୮୯, କନ୍ଧମାଳରେ ୫୭, ମୟୂରଭଞ୍ଜରେ ୧୬୯, ନବରଙ୍ଗପୁରରେ ୫୩, ପୁରୀରେ ୨୯୪, ରେ ପହଞ୍ଚିଛି ଏହି ସଂଖ୍ୟା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।