୨୧ ଆଇପିଏସ୍ ବଦଳିଲେ, ୧୩ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିବାଦୀୟ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଓ କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର ଭାବେ ବଦଳି କରିବା ସହ ମୋଟ ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୧ଜଣ ଆଇପିଏସ୍ ଓ ଜଣେ ବରିଷ୍ଠ ଓପିଏସଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ୨୦୦୨ ବ୍ୟାଚ୍ ଆଇପିଏସ ନରସିଂହ […]

IPS

IPS

Tapas Behera
  • Published: Wednesday, 23 December 2020
  • Updated: 23 December 2020, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିବାଦୀୟ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଓ କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର ଭାବେ ବଦଳି କରିବା ସହ ମୋଟ ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୧ଜଣ ଆଇପିଏସ୍ ଓ ଜଣେ ବରିଷ୍ଠ ଓପିଏସଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ୨୦୦୨ ବ୍ୟାଚ୍ ଆଇପିଏସ ନରସିଂହ ଭୋଇଙ୍କୁ ସମ୍ବଲପୁର ରେଞ୍ଜ ଆଇଜି ଭାବେ ବଦଳି କରାଯାଇଥିବାବେଳେ ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ରେଞ୍ଜ ଡିଆଇଜି(ଇନଚାର୍ଜ) , ସଫିନ୍ ଅହମ୍ମଦଙ୍କୁ ଡିଆଇଜି-ଟେକନିକାଲ,ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି(ଇନଚାର୍ଜ), ଅଶ୍ୱିନୀ କୁମାରଙ୍କୁ ସ୍ପେଶାଲ ଆର୍ମଡ ଫୋର୍ସ ଡିଆଇଜି(ଇନଚାର୍ଜ)  ଭାବେ ବଦଳି କରାଯାଇଛି।
ସେହିପରି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଚରଣ ସିଂ ମୀନାଙ୍କୁ ଭଦ୍ରକ ଏସପି, କେ.ଶିବା ସୁବ୍ରମଣୀଙ୍କୁ ଢେଙ୍କାନାଳ ଏସପି, ରାହୁଲ ପିଆରଙ୍କୁ ଯାଜପୁର ଏସପି, ମାଦକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି, ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ଶ୍ରବଣା ବିବେକ ଏମଙ୍କୁ କଳାହାଣ୍ଡି ଏସପି, କୁସାଲକର ନୀତିନ ଦାଗୁଡ଼ୁଙ୍କୁ ବଲାଙ୍ଗିର ଏସପି,ବିକେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଛି। ସେହିପରି ୨୦୧୬ ବ୍ୟାଚର ବରୁଣ ଗୁଣ୍ଟାପଲ୍ଲିଙ୍କୁ ପଦୋନ୍ନତି ପରେ କୋରାପୁଟ ଏସପି ଓ ସିଦ୍ଧାର୍ଥ କାଟାରିଆଙ୍କୁ ପଦୋନ୍ନତି ପରେ ନୟାଗଡ଼ ଏସପି ଓ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ପଦୋନ୍ନତି ପରେ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ୪ମାସ ଅପେକ୍ଷା କରିଥିବା ସତ୍ୟଜିତ୍ ନାୟକଙ୍କୁ ଏସପି(କମ୍ପ୍ୟୁଟର), ପୁରୀ ହାଜତମୃତ୍ୟୁରେ ବିବାଦୀୟ ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ବରିଷ୍ଠ ଓପିଏସ୍ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ା ଇନଚାର୍ଜ ଏସପି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story