ଚାକିରି କରାଇଦେବାକୁ କହି ଠକିନେଇଥିଲେ ୨୧ ଲକ୍ଷ, ବାନ୍ଧିଲା ପୁଲିସ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଚକାଚକ ପୋଷାକ। କଥାବାର୍ତ୍ତା ମଧ୍ୟ ପୂରା ଅଫିସର ଷ୍ଟାଇଲରେ କରିଥିଲେ। ଆଚାର ବ୍ୟବହାରରେ ସେ ଜଣେ ପ୍ରଶାସନିକ ଉଚ୍ଚପଦସ୍ତ ଅଧିକାରୀ ବୋଲି ଅନ୍ୟକୁ ବିଶ୍ୱାସ ଦେଇପାରୁଥିଲେ। ଭରସା ଦେବା ପରେ ଭଲ ସ୍ଥାନରେ ଚାକିରି କରାଇ ଦେବେ ବୋଲି ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ପ୍ରତିଶ୍ରୁତି ଦେଇ ଠକି ନେଉଥିଲେ ଲକ୍ଷାଧିକ ଟଙ୍କା। ଏଭଳି ଜଣେ ଠକକୁ ଧରିଛି ମାଲକାନଗିରି ଜିଲ୍ଲା ମାଥିଲି ପୁଲିସ। ଏହି ଠକ ଜଣକ ଚିନ୍ମୟ ମହାପାତ୍ର। ଘର ବାଲେଶ୍ୱର ଗେଙ୍ଗୁଟି […]

cheater

cheater

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 07:40 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଚକାଚକ ପୋଷାକ। କଥାବାର୍ତ୍ତା ମଧ୍ୟ ପୂରା ଅଫିସର ଷ୍ଟାଇଲରେ କରିଥିଲେ। ଆଚାର ବ୍ୟବହାରରେ ସେ ଜଣେ ପ୍ରଶାସନିକ ଉଚ୍ଚପଦସ୍ତ ଅଧିକାରୀ ବୋଲି ଅନ୍ୟକୁ ବିଶ୍ୱାସ ଦେଇପାରୁଥିଲେ। ଭରସା ଦେବା ପରେ ଭଲ ସ୍ଥାନରେ ଚାକିରି କରାଇ ଦେବେ ବୋଲି ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ପ୍ରତିଶ୍ରୁତି ଦେଇ ଠକି ନେଉଥିଲେ ଲକ୍ଷାଧିକ ଟଙ୍କା। ଏଭଳି ଜଣେ ଠକକୁ ଧରିଛି ମାଲକାନଗିରି ଜିଲ୍ଲା ମାଥିଲି ପୁଲିସ। ଏହି ଠକ ଜଣକ ଚିନ୍ମୟ ମହାପାତ୍ର। ଘର ବାଲେଶ୍ୱର ଗେଙ୍ଗୁଟି ଅଂଚଳରେ। ଭୁବନେଶ୍ୱରରୁ ତାଙ୍କୁ ଗିରଫ କରାଯାଇଛି।

ଚାକିରି ଦେବା ନାଁରେ ଏହି ଠକ ବିଭିନ୍ନ ଯୁବକଯୁବତୀଙ୍କ ଠାରୁ ପ୍ରାୟ ୨୧ ଲକ୍ଷ ଠକି ନେଇଛି। ମାଲକାନଗିରି ଜିଲା ମାଥିଲି ଅଂଚଳ ୪ ଯୁବକଯୁବତୀ ଏପରି ଠକାମୀର ଶୀକାର ହୋଇଛନ୍ତି। ସରକାରୀ ଭଲ ପଦ ପଦବିରେ ରଖାଇ ଦେବାକୁ ଯୁବକଯୁବତୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଚଳୁ କରାଇ ନେଇଥିଲା ଠକ।

ସେମାନଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଠକକୁ ଧରିବାରେ ସକ୍ଷମ ହୋଇଛି । ମାଥିଲି ଅଂଚଳର ଏହି ଯୁବକ ଓ ଯୁବତୀଙ୍କୁ ଏଫସିଆଇ, ବିଏସଏସଓ, ଏସଆଇ, କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ କରାଇ ଦେବାକୁ ବିଶ୍ୱାସ ଜନ୍ମାଇ ସେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନେଇଥିଲା।

ତେବେ ଠକ ଠାରୁ କେତେ ଟଙ୍କା ଜବତ ହୋଇଛି ଓ ଠକାମୀର ଶିକାର ଯୁବତଯୁବତୀ କିପରି ଟଙ୍କା ଫେରିପାଇବେ ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନି। ଏନେଇ କେବଳ ଏକ ମାମଲା କରାଯାଇ ଠକ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story