ନବୀନଙ୍କୁ ମିଶାଇ ଶପଥ ନେବେ ୨୧ ମନ୍ତ୍ରୀ, ଗୋଟିଏ ମନ୍ତ୍ରୀ ପଦ ଖାଲି ରହିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମନ୍ତ୍ରୀ ପଦକୁ ନବୀନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ – ନବୀନ ପଟ୍ଟନାୟକ କ୍ୟାବିନେଟ୍ ପାହ୍ୟା ୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨- ବିକ୍ରମ କେଶରୀ ଆରୁଖ ୩- ପ୍ରଫୁଲ୍ଲ […]

naveen

Manoranjan Sial
  • Published: Tuesday, 28 May 2019
  • , Updated: 28 May 2019, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମନ୍ତ୍ରୀ ପଦକୁ ନବୀନ ଖାଲି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ - ନବୀନ ପଟ୍ଟନାୟକ

କ୍ୟାବିନେଟ୍ ପାହ୍ୟା
୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୨- ବିକ୍ରମ କେଶରୀ ଆରୁଖ
୩- ପ୍ରଫୁଲ୍ଲ କୁମାର ମଲ୍ଲିକ
୪- ନିରଞ୍ଜନ ପୂଜାରୀ,
୫- ପଦ୍ମନାଭ ବେହେରା
୬- ପ୍ରତାପ ଜେନା
୭- ଅରୁଣ କୁମାର ସାହୁ
୮- ସୁଦାମ ମାର୍ଣ୍ଡି
୯- ସୁଶାନ୍ତ ସିଂ
୧୦- ନବ କିଶୋର ଦାସ
୧୧- ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ ପାହ୍ୟା

୧- ଅଶୋକ ଚନ୍ଦ୍ର ପଣ୍ଡା
୨- ସମୀର ରଞ୍ଜନ ଦାଶ
୩- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୪- ଦିବ୍ୟଶଙ୍କର ମିଶ୍ର
୫- ପ୍ରେମାନନ୍ଦ ନାୟକ
୬- ପଦ୍ମିନୀ ଦିଆନ୍
୭- ରଘୁନନ୍ଦନ ଦାସ
୮- ତୁଷାରକାନ୍ତି ବେହେରା
୯- ଜଗନ୍ନାଥ ସାରକା

Related story