ଚାଲାଣ ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ନାବାଳିକା ଥିବା ବେଳେ ୭ ଜଣ ନାବାଳକ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର। ଏହି ଶିଶୁ ଶ୍ରମିକମାନଙ୍କୁ ତିନୋଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ କୌଣସି ସୂତ୍ରରୁ ଖବର ସେଠାର ପହଞ୍ଚିଥିଲା ଏବଂ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି […]

childlabour

childlabour

Jitendra Garnayak
  • Published: Friday, 11 January 2019
  • Updated: 11 January 2019, 07:50 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ନାବାଳିକା ଥିବା ବେଳେ ୭ ଜଣ ନାବାଳକ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର।

ଏହି ଶିଶୁ ଶ୍ରମିକମାନଙ୍କୁ ତିନୋଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ କୌଣସି ସୂତ୍ରରୁ ଖବର ସେଠାର ପହଞ୍ଚିଥିଲା ଏବଂ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି।

ଜିଲ୍ଲାରେ କାମ ଧନ୍ଦାର ଅଭାବ ସାଙ୍ଗକୁ ଦୁଇ ବେଳା ଦୁଇ ମୁଠା ଭଲରେ ଖାଇବାକୁ ପାଉ ନଥିବାରୁ ଏହି ଶିଶୁମାନେ ବାହାର ରାଜ୍ୟକୁ କାମ କରିବାକୁ ଯିବା ପାଇଁ ବାଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos