ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ନେଲା ଯୁବତୀଙ୍କ ଜୀବନ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳିକା ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ନଗଯୋଡ଼ି ଗାଁରେ। ମୃତ ଯୁବତୀଙ୍କ ନାଁ ଦଲୀଲା ହରିଜନ (୨୨)। ଆହତ ହୋଇଥିବା ନାବାଳିକାଙ୍କ ନାଁ ଲକ୍ଷ୍ମୀ ପନକାର (୧୪)। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟା ବେଳେ ଏ […]

laxmi

laxmi

Tapaswini Nayak
  • Published: Thursday, 07 March 2019
  • Updated: 07 March 2019, 10:10 AM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳିକା ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ନଗଯୋଡ଼ି ଗାଁରେ।

ମୃତ ଯୁବତୀଙ୍କ ନାଁ ଦଲୀଲା ହରିଜନ (୨୨)। ଆହତ ହୋଇଥିବା ନାବାଳିକାଙ୍କ ନାଁ ଲକ୍ଷ୍ମୀ ପନକାର (୧୪)। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟା ବେଳେ ଏ ଘଟଣା ଘଟିଥିଲା। ଦଲୀଲା ଓ ଲକ୍ଷ୍ମୀ ଖାଇବା ନେଇ ଜମିକୁ ଯାଉଥିଲେ। ସେଠାରେ ସେମାନଙ୍କର କିଛି ପରିବାର ଲୋକେ କାମ କରୁଥିଲେ। ସେମାନେ ଏକ ମକା ବଗିଚା ଅତିକ୍ରମ କରି ଯିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ବାର୍‌ହା ଶିକାର କରିବା ପାଇଁ ଏହି ତାର ବିଛା ଯାଇଥିଲା।

ଏନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଜବତ କରିଛି। ଏହା ସହିତ ଗାଁର ୪ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ଯାହା ଜମିରେ ବିଦ୍ୟୁତ୍ ତାର ବିଛା ଯାଇଥିଲା ସେ ଫେରାର ଅଛନ୍ତି। ତାଙ୍କ ନାଁ ରାଜମନ୍ ଭତ୍ରା। ସେ ହେଉଛନ୍ତି ଧାମନାଗୁଡ଼ା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story