୨୩ ପୁଲିସ ଅଫିସରଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ଏସପି ପାହ୍ୟାର ଅଫିସରଙ୍କ ବଦଳି ପରେ ଆଜି ଡିଏସପି ପାହ୍ୟାର ୨୩ଜଣ ପୁଲିସ ଅଫିସରଙ୍କ ବଦଳି ହୋଇଛି। ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଟ୍ରେନିଂ ସମାପ୍ତ କରିଥିବା ୯ଜଣ ପୁଲିସ ଅଫିସରଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ଏହି ୯ଜଣ ପୁଲିସ ଅଫିସର ସିଧାସଳଖ ଡେପୁଟି ଏସପି ପାହ୍ୟାରେ ନିଯୁକ୍ତି ପାଇଥିଲେ। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ […]

police

police

Tapas Behera
  • Published: Thursday, 24 December 2020
  • Updated: 24 December 2020, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ଏସପି ପାହ୍ୟାର ଅଫିସରଙ୍କ ବଦଳି ପରେ ଆଜି ଡିଏସପି ପାହ୍ୟାର ୨୩ଜଣ ପୁଲିସ ଅଫିସରଙ୍କ ବଦଳି ହୋଇଛି। ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଟ୍ରେନିଂ ସମାପ୍ତ କରିଥିବା ୯ଜଣ ପୁଲିସ ଅଫିସରଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି।

ଏହି ୯ଜଣ ପୁଲିସ ଅଫିସର ସିଧାସଳଖ ଡେପୁଟି ଏସପି ପାହ୍ୟାରେ ନିଯୁକ୍ତି ପାଇଥିଲେ। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଟ୍ରେନିଂ ସମାପ୍ତ କରିଥିବା ସନ୍ତକ ଜେନା, ସତ୍ୟବ୍ରତ ଦାଶ, ଅଂଶୁମାନ ଦ୍ୱିବେଦୀ, ସୁମନ ରଞ୍ଜିତା ସିଂହ, ପ୍ରତ୍ୟୁଷ ମହାପାତ୍ର, ଅନୁପ ଅଭିଷେକ ବେହେରା, ଦୀନେଶ ଚନ୍ଦ୍ର ନାଏକ, ମନୋଜ କୁମାର ପୂଜାରୀ ଓ ଗାୟତ୍ରୀ ପ୍ରଧାନଙ୍କୁ ଏସଡିପିଓ ଭାବେ ଯଥାକ୍ରମେ ଖରିଆର, ବୁର୍ଲା, ମାଲକାନଗିରି, ପାଲଲହଡ଼ା, ଦେବଗଡ଼, ଜୟପୁର, ନବରଙ୍ଗପୁର, ବାଲିଗୁଡ଼ା, ରାଇରଙ୍ଗପୁରର ଏସଡିପିଓ ଭାବେ ନିଯୁକ୍ତି ମିଳିଛି।

ସେହିପରି ସୀତାକନ୍ତ କାକୁନଗୋଙ୍କୁ ପଟ୍ଟାମୁଣ୍ଡାଇ ଇନଚାର୍ଜ ଏସଡିପିଓ , ରଞ୍ଜନ କୁମାର ଦେଙ୍କୁ କାମାକ୍ଷାନଗର ଇନଚାର୍ଜ ଏସଡିପିଓ, ସୁନୀଲ କୁମାର ନନ୍ଦଙ୍କୁ ବାଙ୍କି ଏସଡିପିଓ, ସୁପ୍ରସନ୍ନ କୁମାର ମଲ୍ଲିକଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଇନଚାର୍ଜ ଡିଏସପି, ସୁଲେମାନ ଏକ୍କାଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଡିଏସପି, ବିଦ୍ୟୁତ ଚନ୍ଦ୍ର ପଣ୍ଡାଙ୍କୁ କଟକସ୍ଥିତ ଏଚଆରପିସି ଡିଏସପି, ସୁରେଶ କୁମାର ଦାସଙ୍କୁ ଆନନ୍ଦପୁର ଏସଡିପିଓ, ସ୍ନେହାଶୀଷ ସାହୁଙ୍କୁ କନ୍ଧମାଳ ଆଇୟୁସିଏଡବ୍ଲ୍ୟୁ ଡିଏସପି, ନିବେଦିତା ସୋରେନଙ୍କୁ ବରଗଡ଼(ମୁଖ୍ୟାଳୟ) ଡିଏସପି, ଯଶୋବନ୍ତ ସାମଲଙ୍କୁ ବୀରମିତ୍ରପୁର ଏସଡିପିଓ, ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଏସଡିପିଓ, ମାନସ ରଞ୍ଜନ ବାରିକଙ୍କୁ ବାଲୁଗାଁ ଏସଡିପିଓ, ଦିଲ୍ଲୀପ ଚନ୍ଦ୍ର ବାଗଙ୍କୁ ଚମ୍ପୁଆ ଏସଡିପିଓ ଏବଂ ଶିଶୁରଞ୍ଜନ ମହାପାତ୍ରଙ୍କୁ ସମ୍ବଲପୁର ଆଇୟୁସିଏଡବ୍ଲ୍ୟୁ ଡିଏସପି ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story