ବାତ୍ୟା ‘ୟାସ୍‌’ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱରସ୍ଥିତ ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଅଫିସ ପରିସରରେ ଆସନ୍ତାକାଲିଠୁ କାର୍ଯ୍ୟ କରିବ। ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର, ଉପସଚିବ ସନ୍ତୋଷ କୁମାର ଦାଶ ଏହି କଣ୍ଟ୍ରୋଲ ରୁମର ଦାୟିତ୍ୱରେ ରହିବେ। ବାତ୍ୟାଜନିତ ସମସ୍ୟାକୁ ନେଇ ଲୋକେ ଏହି କଣ୍ଟ୍ରୋଲ […]

Control Room

Control Room

Manoranjan Sial
  • Published: Monday, 24 May 2021
  • Updated: 25 May 2021, 01:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱରସ୍ଥିତ ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଅଫିସ ପରିସରରେ ଆସନ୍ତାକାଲିଠୁ କାର୍ଯ୍ୟ କରିବ। ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର, ଉପସଚିବ ସନ୍ତୋଷ କୁମାର ଦାଶ ଏହି କଣ୍ଟ୍ରୋଲ ରୁମର ଦାୟିତ୍ୱରେ ରହିବେ।

ବାତ୍ୟାଜନିତ ସମସ୍ୟାକୁ ନେଇ ଲୋକେ ଏହି କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪-୨୪୩୨୩୧୭, ୨୪୩୨୪୧୮କୁ ଯୋଗାଯୋଗ କରିପାରିବେ। ଏହି କଣ୍ଟ୍ରୋଲ ରୁମରେ ମଧ୍ୟ ଅନ୍ୟ ୬ଜଣ ଅଫିସର ଯଥା- ଶୁଭ୍ରାଂଶୁ ଶେଖର ପହି, ମଦନମୋହନ ଜେନା, ସର୍ବେଶ ମହାପାତ୍ର, ଆଶୁତୋଷ ନନ୍ଦ, କୁଳମଣି ଦାସ ଓ ସୁଭାଶିଷ ଶତପଥୀଙ୍କୁ ସେହି କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଅପିସରମାନଙ୍କର ଫୋନ ନମ୍ବର ମଧ୍ୟ ସାର୍ବଜନୀନ କରାଯାଇଛି। ସହରାଂଚଳଗୁଡ଼ିକରେ ବାତ୍ୟାଜନିତ ସମସ୍ୟା ଉପୁଜିଲେ, ଏହି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାରେ ଅଧିକ ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲେଶ୍ୱର ମ୍ୟୁନିସପାଲଟି ପାଇଁ ଗିରିଜା ଶଙ୍କର ମଲ୍ଲିକ, ସମ୍ବିତ ଦାସ, ବିଶ୍ୱମ୍ଭର ମିଶ୍ର, ସେହିପରି ଜଳେଶ୍ୱର ମ୍ୟୁନସିପାଲଟି ପାଇଁ ଆଲୋଚନା ରଞ୍ଜନ ସାମନ୍ତରାୟ, ସିଦ୍ଧାର୍ଥ ପଟ୍ଟନାୟକ ଏବଂ ବାରିପଦା ମ୍ୟୁନିସପାଲଟି ପାଇଁ ସୂର୍ଯ୍ୟଣମି ପାଟ୍ଟଯୋଶୀ, ବଳଦେବ ବେହେରା ଓ ସୂର୍ଯ୍ୟାଂଶୁ ରାଉତଙ୍କୁ ସ୍ୱତନ୍ତ୍ର ଭାବେ ବାତ୍ୟାଜନିତ ସମସ୍ୟାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ସମସ୍ତ ଅଫିସର ଅନ୍ୟ ଭାଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story