ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୧ଟି ହେଉଛି ଲୋକାଲ କେସ୍। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
COVID-19 REPORT FOR 28th JUNE
New positive Cases: 245
In quarantine: 214
Local contacts: 31(Details of local contacts will be shared by concerned District Administration)
District Wise Cases
1. Balasore: 2
2. Bargarh: 10
3. Bhadrak: 2
4. Cuttack: 7
5. Dhenkanal: 3— I & PR Department, Odisha (@IPR_Odisha) June 29, 2020
6. Gajapati: 7
7. Ganjam: 96
8. Jagatsinghpur: 9
9. Jajpur: 40
10. Jharsuguda: 1
11. Kendrapada: 8
12. Keonjhar: 7
13. Khordha: 28
14. Mayurbhanj: 5
15. Nawarangpur: 7
16. Nayagarh: 3
17. Rayagada: 1
18. Sonepur: 1
19. Sundaragarh: 6— I & PR Department, Odisha (@IPR_Odisha) June 29, 2020
20. NDRF/ ODRAF: 02
(returned from Amphan duty, WB)New recoveries: 137
Cumulative tested: 260428
Positive: 6859
Recovered: 4743
Active Cases: 2086— I & PR Department, Odisha (@IPR_Odisha) June 29, 2020
ଗଞ୍ଜାମରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୪୦, ଖୋର୍ଦ୍ଧାରୁ୨୮, ବରଗଡ଼ରୁ ୧୦ ଓ ଜଗତସିଂହପୁରରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ୮, ଗଜପତି, କଟକ, ନବରଙ୍ଗପୁର, କେନ୍ଦୁଝରରୁ ୭ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଢେଙ୍କାନାଳ, ନୟାଗଡ଼ରୁ ୩ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରୁ ୨ଜଣ ଲେଖାଏ , ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୮୬ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।