୨୫ ଏନ୍‌ଡିଆର୍‌ଏଫ୍ ଟିମ୍ ଓ ୫୨୫ ଅଗ୍ନିଶମ ବାହିନୀ ଟିମ୍ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ ‘ଫୋନି’ର ଭୟାବହତାକୁ ଆକଳନ କରି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଭୁବନେଶ୍ୱର ଓ ୧୪ଟି ଜିଲ୍ଲାରେ ୨୫ଟି ଏନଡିଆରଏଫ୍ ଟିମ୍ , ୧୮ଟି ଓଡ୍ରାଫ୍ ଟିମ୍ ଓ ୫୨୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି। ଏହାବ୍ୟତୀତ ଜିଲ୍ଲାସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସମେତ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ସହାୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ […]

25-ndrf-teams-and-525-units-of-fire-services-deployed-across-Districts-likely-to-be-affected-by-Fani-storm

Manoranjan Sial
  • Published: Thursday, 02 May 2019
  • Updated: 02 May 2019, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ ‘ଫୋନି’ର ଭୟାବହତାକୁ ଆକଳନ କରି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଭୁବନେଶ୍ୱର ଓ ୧୪ଟି ଜିଲ୍ଲାରେ ୨୫ଟି ଏନଡିଆରଏଫ୍ ଟିମ୍ , ୧୮ଟି ଓଡ୍ରାଫ୍ ଟିମ୍ ଓ ୫୨୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି। ଏହାବ୍ୟତୀତ ଜିଲ୍ଲାସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସମେତ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ସହାୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ ୨ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଓ ୩୯ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଟିମ୍ ସହ ୩୩ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୯ଟି ଓ ଗଞ୍ଜାମରେ ୭୮ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରାଯାଇଛି। ଆଉ ୨ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍ ଟିମକୁ ଷ୍ଟାଣ୍ଡବାଏରେ ଭୁବନେଶ୍ୱରରେ ରଖାଯାଇଛି।

ସରକାରୀ ସୂଚନା ଅନୁଯାୟୀ ବାତ୍ୟା ପର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୩୦୦ ପାୱାର ବୋଟ୍ ପ୍ରସ୍ତୁତ ରଖିଥିବା ବେଳେ ୫ଲକ୍ଷ ୯୭ହଜାର ୬ଟି ପଲିଥିନ ଶିଟ୍‌ ପ୍ରସ୍ତୁତ ରଖାଯାଇଛି। ଏଥିରୁ ଜିଲ୍ଲାସ୍ତରରେ ୪ଲକ୍ଷ ୧୨ହଜାର ୫୪୧ଟି ପଲିଥିନ୍ ଶିଟ୍ ଥିବାବେଳେ ରାଜ୍ୟସ୍ତରରେ ୧.୮୪ଲକ୍ଷ ପଲିଥିନ ମହଜୁଦ ରହିଛି। ଏୟାର ଡ୍ରପିଂ ପାଇଁ ୧ଲକ୍ଷ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ହୋଇ ରହିଛି। ବାତ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମୋବାଇଲ ଫୋନ୍ ମାଧ୍ୟମରେ ୫୪ଲକ୍ଷ ଥର ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଖକୁ ମେସେଜ୍ ପଠାଯାଇଛି। ଜିଲ୍ଲାସ୍ତରରେ ବାତ୍ୟା ସମୟରେ ଯୋଗାଯୋଗରେ ରହିବା ପାଇଁ ୫୫ଟି ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି। ସେହିପରି ୭୩୪ଟି ପିଭିସି ପାଣି ଟ୍ୟାଙ୍କି ଓ ୬୬୮ଟି ପାଣି ଗାଡ଼ି ପ୍ରସ୍ତୁତ ରଖାଯାଇଥିବାବେଳେ ତେଲ ସହ ୩୩୭ଟି ଜେନେରେଟେର ସେଟ୍ , ପାଣି ଭର୍ତ୍ତି ଥିବା ୩୮୪୦ଟି ଓଭରହେଡ୍ ଟାଙ୍କି, ୩୨ଲକ୍ଷ ପାଣି ପାଉଚ, ୨୦୩ଜଣ ଇଲେକ୍ଟ୍ରିସିଆନ୍ ଓ ୩୭୩ଟି ମୋବାଇଲ ମରାମତି ୟୁନିଟକୁ ସଜାଗ ରଖାଯାଇଛି।

ଆଜି ଅପରାହ୍ନ ୩ଟା ସୁଦ୍ଧା ମୋଟ ୬୦୪ଜଣ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ ଗୃହକୁ ସ୍ଥାନାନ୍ତର କରାଯାଇଥିବାବେଳେ ୪୯୪ଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବାତ୍ୟାର ସ୍ଥିତିକୁ ନେଇ ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story