୨୫ ସାଂସଦ ନିଲମ୍ବନ ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲେଇଲା ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର:ଗତକାଲି ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାର ୨୫ ଜଣ କଂଗ୍ରେସ ସାଂସଦଙ୍କୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବନ କରିଥିଲେ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଓଡ଼ିଶାରେ । ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ଲୋୟର ପିଏମିଜିରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦଳର ନେତା ଓ କର୍ମୀମାନେ ଲୋୟର ପିଏମଜି ଛକରେ […]

congress protest

congress protest

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 10:14 AM IST

Sports

Latest News

congress protestଭୁବନେଶ୍ୱର:ଗତକାଲି ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାର ୨୫ ଜଣ କଂଗ୍ରେସ ସାଂସଦଙ୍କୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବନ କରିଥିଲେ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଓଡ଼ିଶାରେ । ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ଲୋୟର ପିଏମିଜିରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦଳର ନେତା ଓ କର୍ମୀମାନେ ଲୋୟର ପିଏମଜି ଛକରେ ପହଞ୍ଚିଥିଲେ। ସେଠାରେ ଲୋମୋ  ପ୍ରସଙ୍ଗ ଓ ବ୍ୟାପମ ସ୍କାମକୁ ନେଇ ମୋଦି ସରକାରଙ୍କ ବିରୋଧରେ  ନାରାବାଜି କରିଥିଲେ।ଏହସହ ଲଳିତ ମୋଦି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ବ୍ୟାପମ୍ ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଇସ୍ତଫା ଦିଅନ୍ତୁ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି। ତେବେ କଂଗ୍ରେସ ନେତା ପିଏମଜିର ୧୪୪ ଧାରା ଭଙ୍ଗ କରି ବିଧାନସଭା ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। କିଛି ସମୟ ପାଇଁ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story