ସପିଂ ମଲ୍‌କୁ ଛାଟ; ୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ତଣ୍ଡ

କଟକ(ଓଡ଼ିଶା ରିପୋର୍ଟର): ୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାରର ତଣ୍ଡ ଗଣିବ ସପିଂ ମଲ ।  କଟକ ଦୋଳମୁଣ୍ଡାଇର ଏକ ସପିଂ ମଲକୁ ଏଭଳି ଦଣ୍ଡିତ କରିଛନ୍ତି  ଖାଉଟି ଅଦାଲତ । କୌଣସି ପୂର୍ବ ସୂଚନା ବିନା ଗ୍ରାହକଙ୍କଠାରୁ ୬ ଟଙ୍କା ଆଦାୟ କରିବା ମହଙ୍ଗା ପଡ଼ିଲା। ଏହାଦ୍ୱାରା  ଆବେଦନକାରୀ  ମାନସିକ ଭାବେ ନିର୍ଯାତିତା ହୋଇଥିବା ଅଭିଯୋଗ କରିବା ପରେ  ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଦୋଳମୁଣ୍ଡେଇ ଅଞ୍ଚଳସ୍ଥିତ […]

carry-bag

carry-bag

Niharika Rout
  • Published: Friday, 04 November 2022
  • Updated: 04 November 2022, 01:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାରର ତଣ୍ଡ ଗଣିବ ସପିଂ ମଲ ।  କଟକ ଦୋଳମୁଣ୍ଡାଇର ଏକ ସପିଂ ମଲକୁ ଏଭଳି ଦଣ୍ଡିତ କରିଛନ୍ତି  ଖାଉଟି ଅଦାଲତ । କୌଣସି ପୂର୍ବ ସୂଚନା ବିନା ଗ୍ରାହକଙ୍କଠାରୁ ୬ ଟଙ୍କା ଆଦାୟ କରିବା ମହଙ୍ଗା ପଡ଼ିଲା। ଏହାଦ୍ୱାରା  ଆବେଦନକାରୀ  ମାନସିକ ଭାବେ ନିର୍ଯାତିତା ହୋଇଥିବା ଅଭିଯୋଗ କରିବା ପରେ  ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।

ଦୋଳମୁଣ୍ଡେଇ ଅଞ୍ଚଳସ୍ଥିତ ଏକ ସପିଂ ମଲକୁ ଆବେଦନକାରୀ ପଦ୍ମଲୋଚନ ରାଉତ କିଛି ଦିନ ପୂର୍ବରୁ ସପିଂ ପାଇଁ ଯାଇଥିଲେ। ସେଠାରେ କ୍ୟାରି ବ୍ୟାଗ ପାଇଁ ପାଇଁ ତାଙ୍କଠାରୁ ୬ ଟଙ୍କା ନିଆଯାଇଥିଲା । ଏହାକୁ ପଦ୍ମଲୋଚନ ଦୃଢ ବିରୋଧ କରିଥିବା ବେଳେ ଆଇନର ଦ୍ୱାରସ୍ଥ ହୋଇଥିଲେ।

ନିଜ ଆବେଦନରେ ପଦ୍ମଲୋଚନ ଦର୍ଶାଇଥିଲେ, ସପିଙ୍ଗ କରିବା ସମୟରେ କ୍ୟାରି ବ୍ୟାଗ୍ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇନଥିଲା । ଏପରକି କ୍ୟାରି ବ୍ୟାଗ ପାଇଁ ଦେୟ ଦେବାକୁ ମଲ୍‌ରେ ଫଳକ ବି ଲାଗି ନ ଥିଲା ।

ଏହା ବିରୋଧରେ ସମ୍ପୃକ୍ତ ମଲ୍‌କୁ ଲିଗାଲ ନୋଟିସ ପଠା ଯାଇଥିବା ବେଳେ କିଛି ସୁଫଳ ମିଳି  ନ ଥିଲା। ଯାହାକୁ ନେଇ  ପଦ୍ମଲୋଚନ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ । ଜିଲ୍ଲା ଖାଉଟି ଅଦାଲତ ଏହାର ଶୁଣାଣି କରି ସମ୍ପୃକ୍ତ ସପିଂ ମଲ୍‌କୁ ଏଭଳି ଦଣ୍ଡିତ କରିଛନ୍ତି ।

ଗ୍ରାହକମାନେ ନିଜ ଅଧିକାର ବିଷୟରେ ସଚେତନ ହେବା ସହ ଠକାମୀର ଶିକାର ହେବାରୁ ବଞ୍ଚିତ ହେବା ଆବଶ୍ୟକ ବୋଲି କହିଛନ୍ତି ପଦ୍ମଲୋଚନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story