୨୫ ହଜାର ଛାତ୍ରଛାତ୍ରୀ ଗାଇଲେ ‘ବନ୍ଦେ ମାତରମ୍‌’

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 05:31 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସାମୂହିକ &lsquo;ବନ୍ଦେ ମାତରମ୍&rsquo; ଗାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।</p> <p>ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରତି ସମ୍ମାନ ଓ ଭଲ ପାଇବା ସୃଷ୍ଟି କରିବା ପାଇଁ ଇନିସିଏଟିଭ୍ ଫର ମୋରାଲ ଆଣ୍ଡ କଲଚୁରାଲ ଟ୍ରେନିଂ ଫାଉଣ୍ଡେସନ୍ ପକ୍ଷରୁ ଏଭଳି ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମେଜର ଜେନରୋଲ ଜି.ଡି. ବକ୍ସି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।</p>

Related story