ଚନ୍ଦନଙ୍କ କାର୍‌ରୁ ୨୭ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଵିଙ୍ଗିଆ ଗାଁ ନିକଟ ଛକରୁ ଅବକାରୀ ବିଭାଗ ଏକ କାର୍‌ରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ଚନ୍ଦନ ଦିଗାଲ। ତାଙ୍କ ଘର ଫୁଲବାଣୀ ସହରରେ। ଚନ୍ଦନ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା କଥା ଅବକାରୀ ବିଭାଗ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ବିଭାଗୀୟ କର୍ମଚାରୀମାନେ ପଵିଙ୍ଗିଆ […]

ganja

ganja

Jitendra Garnayak
  • Published: Thursday, 16 May 2019
  • Updated: 17 May 2019, 05:04 PM IST

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଵିଙ୍ଗିଆ ଗାଁ ନିକଟ ଛକରୁ ଅବକାରୀ ବିଭାଗ ଏକ କାର୍‌ରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ଚନ୍ଦନ ଦିଗାଲ। ତାଙ୍କ ଘର ଫୁଲବାଣୀ ସହରରେ।

chandanଚନ୍ଦନ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା କଥା ଅବକାରୀ ବିଭାଗ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ବିଭାଗୀୟ କର୍ମଚାରୀମାନେ ପଵିଙ୍ଗିଆ ଛକରେ ଜଗି ରହିଥିଲେ ଏବଂ ସବୁ ଯାନବାହନଗୁଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଚନ୍ଦନଙ୍କ କାର୍‌ରୁ ଗଞ୍ଜେଇ ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story