୨୭ ଲକ୍ଷ ଫୋପାଡ଼ି ଖସିଗଲା ଅଡ଼ି

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବରବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି। ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ତେବେ ଏହି ଟଙ୍କା ନିର୍ବାଚନ ବଣ୍ଟନ ଉଦ୍ଦେଶ୍ୟରେ ଯାଉଥିଲା ବୋଲି ସନ୍ଦେହ କରାଯାଉଛି।

CAC70AUC171A021001

CAC70AUC171A021001

Tapas Behera
  • Published: Wednesday, 10 April 2019
  • Updated: 10 April 2019, 04:01 PM IST

Sports

Latest News

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବରବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି।

ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ତେବେ ଏହି ଟଙ୍କା ନିର୍ବାଚନ ବଣ୍ଟନ ଉଦ୍ଦେଶ୍ୟରେ ଯାଉଥିଲା ବୋଲି ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story