ଅନ୍ତ୍ୟୋଦୟ କାର୍ଯ୍ୟକ୍ରମରେ ଓଡ଼ିଶାର ୨୭୯୨ଟି ଗାଁ, ମିଳିବ ୪ଜି ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଅନ୍ତ୍ୟୋଦୟ’ କାର୍ଯ୍ୟକ୍ରମରେ ଓଡ଼ିଶାର ୨୭୯୨ଟି ଗାଁରେ ୪ଜି ସେବା ଉପଲବ୍ଧ ହେବ। କନ୍ଧମାଳ ଜିଲ୍ଲାର ସର୍ବାଧିକ ୪୬୫ଟି ଗାଁ ଓ ଜଗତସିଂପୁରର ସର୍ବନିମ୍ନ ୨ଟି ଗାଁକୁ ମିଶାଇ ରାଜ୍ୟର ମୋଟ ୨୭୯୨ଟି ଗାଁରେ ଏହି ୪ଜି ସେବା କେନ୍ଦ୍ର ସରକାର ଉପଲବ୍ଧ କରାଇବେ । କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁର୍ଗମ ଗାଁ ଗୁଡ଼ିକରେ ୪ଜି ସେବା ଯୋଗାଇବା ନିମନ୍ତେ ୨୬୩୧୬ କୋଟି ଟଙ୍କାର ଏକ ପ୍ରସ୍ତାବ ମଞ୍ଜୁରୀ ପାଇଛି , ଯେଉଁଥିରେ […]

Mobile

Mobile

Ordigital Desk
  • Published: Saturday, 30 July 2022
  • Updated: 30 July 2022, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଅନ୍ତ୍ୟୋଦୟ’ କାର୍ଯ୍ୟକ୍ରମରେ ଓଡ଼ିଶାର ୨୭୯୨ଟି ଗାଁରେ ୪ଜି ସେବା ଉପଲବ୍ଧ ହେବ। କନ୍ଧମାଳ ଜିଲ୍ଲାର ସର୍ବାଧିକ ୪୬୫ଟି ଗାଁ ଓ ଜଗତସିଂପୁରର ସର୍ବନିମ୍ନ ୨ଟି ଗାଁକୁ ମିଶାଇ ରାଜ୍ୟର ମୋଟ ୨୭୯୨ଟି ଗାଁରେ ଏହି ୪ଜି ସେବା କେନ୍ଦ୍ର ସରକାର ଉପଲବ୍ଧ କରାଇବେ । କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁର୍ଗମ ଗାଁ ଗୁଡ଼ିକରେ ୪ଜି ସେବା ଯୋଗାଇବା ନିମନ୍ତେ ୨୬୩୧୬ କୋଟି ଟଙ୍କାର ଏକ ପ୍ରସ୍ତାବ ମଞ୍ଜୁରୀ ପାଇଛି , ଯେଉଁଥିରେ ମୋଟ ୨୪୬୮୦ଟି ଗାଁରେ ୪ଜି ସେବା ଯୋଗାଇ ଦିଆଯିବ ।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୬୫ଟି ଗାଁ, କୋରାପୁଟରେ ୨୭୦ଟି ଗାଁ, ମାଲକାନଗିରିରେ ୧୦୨ଟି, ମୟୂରଭଞ୍ଜରେ ୧୬୫ଟି, ଗଞ୍ଜାମରେ ୧୯୪, କଳାହାଣ୍ଡିରେ ୨୦୩ଟି, ବୌଦ୍ଧରେ ୧୧୮ଟି, ଗଜପତିରେ ୨୩୮ଟି, ଅନୁଗୁଳରେ ୫୭ଟି, ଦେବଗଡ଼ରେ ୮୩ଟି, ବାଲେଶ୍ୱରରେ ୧୧ଟି, ବରଗଡ଼ରେ ୧୨ଟି, ଢେଙ୍କାନାଳରେ ୧୦ଟି, କଟକରେ ୩୭ଟି, ଭଦ୍ରକରେ ୧୬ଟି, ଯାଜପୁରରେ ୨୧ଟି, ଝାରସୁଗୁଡ଼ାରେ ୩ଟି, ଜଗତସିଂହପୁରରେ ୨ଟି, କେନ୍ଦ୍ରାପଡ଼ାରେ ୭ଟି, କେନ୍ଦୁଝରେ ୮୦ଟି, ଖୋର୍ଦ୍ଧାରେ ୯ଟି, ନବରଙ୍ଗପୁରରେ ୧୫ଟି, ନୟାଗଡ଼ରେ ୧୩୦ଟି, ନୂଆପଡ଼ାରେ ୨୮ଟି, ପୁରୀରେ ୪ଟି, ସମ୍ବଲପୁରରେ ୮୧ଟି, ସୋନପୁରରେ ୫ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୯୬ଟି ଗାଁରେ ଏହି ୪ଜି ସେବା ଉପଲବ୍ଧ ହେବ। ଆତ୍ମନିର୍ଭର ଭାରତର ୪ଜି ଟେକ୍ନୋଲୋଜି ଉପଯୋଗ କରି ବିଏସଏନଏଲ୍ ଏହି ୪ଜି ସେବା ଯୋଗାଇ ଦେବ ।

ସୂଚନାଯୋଗ୍ୟ, ଗତବର୍ଷ କେନ୍ଦ୍ର ସରକାର ଓଡ଼ିଶା ସମେତ ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାର ୭୨୮୭ଟି ଦୁର୍ଗମ ଗାଁରେ ୪ଜି ସେବା ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story