ଆସନ୍ତା ୨୮ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୮ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବାରେ ଲାଗିଛି। ବିଶେଷ କରି ମାଓ ପ୍ରଭାବିତ ଅଞ୍ଚଳରେ ପ୍ରଶ୍ନପତ୍ରର ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଛି। ଲମତାପୁଟ ଏବଂ ନାରାୟଣପାଟଣାରେ ଥାନାରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି। ଅନ୍ୟ ୬ଟି ନୋଡ଼ାଲ ସେଣ୍ଟରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୋରାପୁଟ ଜିଲ୍ଲାରେ ଚଳିତବର୍ଷ ୬୨ଟି କେନ୍ଦ୍ରରେ   ମୋଟ ୧୪ ହଜାର ୩୯୯ ଜଣ ପରୀକ୍ଷାର୍ଥୀ […]

download-1

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 08:39 AM IST

ଭୁବନେଶ୍ୱର: ଆସନ୍ତା ୨୮ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବାରେ ଲାଗିଛି।

ବିଶେଷ କରି ମାଓ ପ୍ରଭାବିତ ଅଞ୍ଚଳରେ ପ୍ରଶ୍ନପତ୍ରର ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଛି। ଲମତାପୁଟ ଏବଂ ନାରାୟଣପାଟଣାରେ ଥାନାରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି। ଅନ୍ୟ ୬ଟି ନୋଡ଼ାଲ ସେଣ୍ଟରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୋରାପୁଟ ଜିଲ୍ଲାରେ ଚଳିତବର୍ଷ ୬୨ଟି କେନ୍ଦ୍ରରେ   ମୋଟ ୧୪ ହଜାର ୩୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

 

 

Related story