ସିଲ୍‌ ହେବ ୨୯ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ନିର୍ମାଣ ଯୋଗୁ  ଭୁବନେଶ୍ୱରରେ କେବଳ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ। ନର୍ଥ ଜୋନ୍‌ରେ ଥିବା ୨୯ଟି କଲ୍ୟାଣ ମଣ୍ଡପ ସିଲ୍‌ ପାଇଁ ବିଏମ୍‌ସି ନୋଟିସ୍‌ ଜାରି କରିଛି। ଏହି ସବୁ ମଣ୍ଡପଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ, ଆବର୍ଜନା ପରିଚାଳନା ବ୍ୟବସ୍ଥା ନଥିବା ସୂଚନା ମିଳିଛି। ମଣ୍ଡପ ସିଲ୍ ପାଇଁ ବିଡିଏ-ବିଏସ୍‌ସିର ଯୁଗ୍ନ ଏନଫୋର୍ସମେଣ୍ଟ ସ୍କାର୍ଡ ଗଠନ କରାଯାଇଛି।

bbsr

bbsr

Jyoshna Pradhan
  • Published: Friday, 06 December 2019
  • Updated: 06 December 2019, 11:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ନିର୍ମାଣ ଯୋଗୁ  ଭୁବନେଶ୍ୱରରେ କେବଳ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ। ନର୍ଥ ଜୋନ୍‌ରେ ଥିବା ୨୯ଟି କଲ୍ୟାଣ ମଣ୍ଡପ ସିଲ୍‌ ପାଇଁ ବିଏମ୍‌ସି ନୋଟିସ୍‌ ଜାରି କରିଛି।

ଏହି ସବୁ ମଣ୍ଡପଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ, ଆବର୍ଜନା ପରିଚାଳନା ବ୍ୟବସ୍ଥା ନଥିବା ସୂଚନା ମିଳିଛି। ମଣ୍ଡପ ସିଲ୍ ପାଇଁ ବିଡିଏ-ବିଏସ୍‌ସିର ଯୁଗ୍ନ ଏନଫୋର୍ସମେଣ୍ଟ ସ୍କାର୍ଡ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos