ସାଢ଼େ ତିନି ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ; ୩ ଗିରଫ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ନକଲି ଟଙ୍କା କାରବାର କରୁଥିବା ଏକ ଆନ୍ତଃଜିଲ୍ଲା ରାକେଟ୍‌ର ତିନି ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ତାଳଚେର ପୁଲିସ୍‌। ସେମାନଙ୍କଠାରୁ ୩ ଲକ୍ଷ ୫୨ ହଜାର ୬ ଶହ ଟଙ୍କାର ନକଲି ନୋଟ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରଜମୋହନ ସାହୁ ଓରଫ ପପୁ ଓରଫ ବବ୍‌ଲୁ, ପଦନ ମଲ୍ଲିକ ଓ ସଂଗ୍ରାମ କେଶରୀ ପଣ୍ଡା। ବ୍ରଜମୋହନର ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ। ସେ ତାଳଚେରର ଷ୍ଟେସନ୍ […]

money1

money1

Jitendra Garnayak
  • Published: Friday, 12 April 2019
  • Updated: 13 April 2019, 11:37 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ନକଲି ଟଙ୍କା କାରବାର କରୁଥିବା ଏକ ଆନ୍ତଃଜିଲ୍ଲା ରାକେଟ୍‌ର ତିନି ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ତାଳଚେର ପୁଲିସ୍‌। ସେମାନଙ୍କଠାରୁ ୩ ଲକ୍ଷ ୫୨ ହଜାର ୬ ଶହ ଟଙ୍କାର ନକଲି ନୋଟ୍‌ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ବ୍ରଜମୋହନ ସାହୁ ଓରଫ ପପୁ ଓରଫ ବବ୍‌ଲୁ, ପଦନ ମଲ୍ଲିକ ଓ ସଂଗ୍ରାମ କେଶରୀ ପଣ୍ଡା।

ବ୍ରଜମୋହନର ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ। ସେ ତାଳଚେରର ଷ୍ଟେସନ୍ ବଜାର ଅଞ୍ଚଳରେ ମାଛ ବ୍ୟବସାୟ କରେ। ସଦନର ଘର ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅଞ୍ଚଳରେ। ସେ ହେଉଛି ଅଟଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ। ସେହିପରି ସଂଗ୍ରାମର ଘର ଯାଜପୁରର କୁଆଖିଆ ଥାନା ଅନ୍ତର୍ଗତ ଗୋରଧା ଗାଁରେ।

police୯ ତାରିଖରେ ୧୪୯ ନମ୍ବର ଜାତୀୟ ରାଜପଥର ସନ୍ଥପଡ଼ା ଛକ ନିକଟରେ ପୁଲିସ୍ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ବ୍ରଜମୋହନ ଧରାପଡ଼ିଥିଲା। ସେ ବସିଥିବା କାର୍‌ରୁ ୩ ଲକ୍ଷ ୫୨ ହଜାର ୬ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଏହା ପରେ ପୁଲିସ୍ ତାକୁ ଓ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିଲା। ଜେରା ବେଳେ ବ୍ରଜମୋହନ ସବୁ ଗୁମର ଖୋଲିଥିଲା। ଏହା ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣାରେ ବ୍ୟବହୃତ କାର୍‌ଟି ଏକ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ବ୍ରଜମୋହନ ୬୦ ହଜାର ଟଙ୍କାର ନକଲି ନୋଟ୍ ଆଣି ତାଳଚେରରେ ଛାଡ଼ିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏବେ ମାଷ୍ଟରମାଇଣ୍ଡକୁ ଧରିବାକୁ ଉଦ୍ୟମ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story