ସ୍କୁଟି ହ୍ୟାଣ୍ଡେଲରୁ ଝାମ୍ପି ନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍

ରାଉରକେଲା(ଓଡ଼ିଶା ରିପୋର୍ଟର): ଆଖି ଆଗରେ ଝାମ୍ପି ନେଇ ଚାଲିଗଲେ ୩ ଲକ୍ଷ ୬୦ ହଜାର ଟଙ୍କା। ସ୍କୁଟି ହ୍ୟାଣ୍ଡଲରେ ଜଣେ ବ୍ୟକ୍ତି ଏହି ଟଙ୍କାକୁ ବ୍ୟାଗ୍‌ରେ ଭର୍ତ୍ତି କରି ଟାଙ୍ଗି ଥିଲେ। ସାମାନ୍ୟ ଅନ୍ୟମନସ୍କ ହୋଇ ତଳେ ପଡ଼ିଯାଇଥିବା ସ୍କୁଟି ଚାବିକୁ ଉଠାଇବା ବେଳେ ଏହି ଘଟଣା ଘଟିଛି। ଆଜି ରାଉରକେଲାର ଗାନ୍ଧିରୋଡ୍‌ରେ ରହୁଥିବା ଅମୀର ଗୁପ୍ତା ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି। ସେ ସ୍ଥାନୀୟ ସିଭିଲ ଟାଉନ ସିପି  ICICI BANKରୁ ଏହି ଟଙ୍କା ଉଠାଇ […]

ICIC-bank

ICIC-bank

Niranjan Mishra
  • Published: Tuesday, 12 July 2022
  • Updated: 12 July 2022, 04:15 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ଆଖି ଆଗରେ ଝାମ୍ପି ନେଇ ଚାଲିଗଲେ ୩ ଲକ୍ଷ ୬୦ ହଜାର ଟଙ୍କା। ସ୍କୁଟି ହ୍ୟାଣ୍ଡଲରେ ଜଣେ ବ୍ୟକ୍ତି ଏହି ଟଙ୍କାକୁ ବ୍ୟାଗ୍‌ରେ ଭର୍ତ୍ତି କରି ଟାଙ୍ଗି ଥିଲେ। ସାମାନ୍ୟ ଅନ୍ୟମନସ୍କ ହୋଇ ତଳେ ପଡ଼ିଯାଇଥିବା ସ୍କୁଟି ଚାବିକୁ ଉଠାଇବା ବେଳେ ଏହି ଘଟଣା ଘଟିଛି। ଆଜି ରାଉରକେଲାର ଗାନ୍ଧିରୋଡ୍‌ରେ ରହୁଥିବା ଅମୀର ଗୁପ୍ତା ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି।

ସେ ସ୍ଥାନୀୟ ସିଭିଲ ଟାଉନ ସିପି  ICICI BANKରୁ ଏହି ଟଙ୍କା ଉଠାଇ ଥିଲେ। ଏକ ଆକ୍ଟିଭାରେ ଏହି ଟଙ୍କା ବ୍ୟାଗ୍ ଓହଳାଇ ଘରକୁ ବାହାରିଥିଲେ। ବାଟରେ ଯାଉଥିବା ବେଳେ ଏକ ସ୍ଥାନରେ ଅଟକି ଥିଲେ। ଏହି ସମୟରେ ହାତରେ ଧରିଥିବା ଗାଡ଼ି ଚାବିଟି ତଳେ ପଡ଼ିଯାଇଥିଲା। ସେ ଚାବିକୁ ଆଣିବା ନିମନ୍ତେ ତଳକୁ ନଇଁ ପଡ଼ିଥିବା ବେଳେ ହଠାତ୍ ଏକ କଳା ରଙ୍ଗର ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ୍ ଭିଡ଼ି ନେଇଥିଲେ। ହେ ହେ…ଧର ଧର…. କହିବା ବେଳକୁ ଦ୍ରୁତବେଗରେ ଏହି ଦୁର୍ବୃତ୍ତ ଘଟଣାସ୍ଥଳରୁ ଅନ୍ତଧ୍ୟାନ ହୋଇଯାଇଥିଲେ। ତେଣୁ ଏହି ଲୁଟେରାଙ୍କ ମୁହଁ ଦେଖିବା ସମ୍ଭବ ହୋଇପାରି ନ ଥିଲା ବୋଲି ଅମୀର କହିଛନ୍ତି।

ଏନେଇ ସେ ପୁଲିସରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସେ ଅନେକ ଥର ଏଭଳି ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବ୍ୟାଗରେ ଧରି ଘରକୁ ଆସିଛନ୍ତି। ବୁଲିବୁଲି ବକେୟା ବାଣ୍ଟିଛନ୍ତି। ହେଲେ ହଠାତ୍ ଆଜି ଏଭଳି ଟଙ୍କା ଲୁଟ୍ ହେବା ତାଙ୍କୁ ଚକିତ କରିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story