ଗୋଷ୍ଠୀ ସଂଘର୍ଷ, ୩ ଆହତ

Ordigital Desk
  • Published: Thursday, 18 January 2018
  • , Updated: 18 January 2018, 07:57 AM IST
<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଗୋପାଳଜୀ ମନ୍ଦିର ନିକଟ ବଜାରରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ପୋଲିସ୍&zwnj; ୩ ଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖିଛି ।</p> <p>ସାମାନ୍ୟ ଘଟଣାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଘଟଣା ଉଗ୍ରରୂପ ଧାରଣା କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।</p>

Related story