୮ ବର୍ଷ ହେବ ଯୋଗାଉଥିଲେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ, ଧରାପଡ଼ିଲେ ୩

ଯାଜପୁର(ସଞ୍ଜୀବ ନାୟକ): ଧରାପଡ଼ିଛି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟ। ଏହି ରାକେଟର ୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ସଂଖ୍ୟକ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ,  କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ଗ୍ରାମର କାମିନିକାନ୍ତ ପଣ୍ଡା, ପ୍ରଶାନ୍ତ ସାମଲ ଓ ଫକିରମିଆଁ ପାଟଣାର ଚନ୍ଦ୍ରକାନ୍ତ ପଣ୍ଡା। ଅଭିଯୁକ୍ତମାନେ ୨୦୧୪  ମସିହାରୁ ଏଭଳି […]

stamp-1

stamp-1

Niranjan Mishra
  • Published: Friday, 05 August 2022
  • Updated: 05 August 2022, 09:50 PM IST

Sports

Latest News

ଯାଜପୁର(ସଞ୍ଜୀବ ନାୟକ): ଧରାପଡ଼ିଛି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟ। ଏହି ରାକେଟର ୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ସଂଖ୍ୟକ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ,  କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ଗ୍ରାମର କାମିନିକାନ୍ତ ପଣ୍ଡା, ପ୍ରଶାନ୍ତ ସାମଲ ଓ ଫକିରମିଆଁ ପାଟଣାର ଚନ୍ଦ୍ରକାନ୍ତ ପଣ୍ଡା। ଅଭିଯୁକ୍ତମାନେ ୨୦୧୪  ମସିହାରୁ ଏଭଳି ଜାଲ ସାର୍ଟିଫିକେଟ କାରବାର କରିଆସୁଥିଲେ।

ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି, ଏକ ଜାଲ ସାର୍ଟିଫିକେଟ ପାଇବା ପରେ ଘଟଣାର ତଦନ୍ତ କରି ଉପଯୁକ୍ତ ପଦେକ୍ଷପ ନେବାକୁ ଜିଲ୍ଲା ସଦର ମହକୁମା ଭିନ୍ନକ୍ଷମ ବୋର୍ଡର ସଦସ୍ୟ ଡ. ଅନୁପ ଶର୍ମା ଚଳିତମାସ ୩ ତାରିଖରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା କରି ତଦନ୍ତ କରିବା ବେଳେ ଜାଲ ସାର୍ଟିଫିକେଟ ବ୍ୟବହାର କରୁଥିବା ଓ ଜାଲ ସାର୍ଟିଫିକେଟ ତିଆରି କରୁଥିବା ତିନି ଅଭିଯୁକ୍ତ ଧରାପଡ଼ିଥିଲେ।

ସେମାନେ ତାଙ୍କ ଘରେ ହିଁ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ। ଚଢ଼ଉ ବେଳେ ଅଭିଯୁକ୍ତଙ୍କ ଘରୁ କିଛି ଜାଲ ସାର୍ଟିଫିକେଟ, ଭିନ୍ନକ୍ଷମ ସାର୍ଟିଫିକେଟରେ ବ୍ୟବହାର ହେଉଥିବା ଷ୍ଟାମ୍ପ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ସରକାରୀ ଭତ୍ତା ଟଙ୍କା ପାଇବା ନିମନ୍ତେ ଏହି ଜାଲ ସାର୍ଟିଫିକେଟ ବ୍ୟବହାର ହେଉଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story