B-tech ଛାତ୍ର ବାଇକ୍‌ ଚୋରି କରୁଥିଲା, ସିସିଟିଭି ଦେଖି ଧରିଲା ପୁଲିସ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨୫ଟି ବାଇକ ଜବତ କରିବା ସହ ୫ ଜଣକୁ ଧରିଛି। ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। କେନ୍ଦ୍ରାପଡା ଟାଉନ୍‌ ଓ ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ଏମାନେ ଗାଡ଼ି ଚୋରି କରିଥିବା କେନ୍ଦ୍ରାପଡା ଏସ୍‌ପି ସୂଚନା ଦେଇଛନ୍ତି। ଚୋରିର ମାଷ୍ଟର ହେଉଛନ୍ତି B-tech ଛାତ୍ର […]

3-bike-loot-arrested-in-kendrapara

3-bike-loot-arrested-in-kendrapara

Manoranjan Sial
  • Published: Friday, 14 August 2020
  • Updated: 14 August 2020, 03:50 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨୫ଟି ବାଇକ ଜବତ କରିବା ସହ ୫ ଜଣକୁ ଧରିଛି। ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। କେନ୍ଦ୍ରାପଡା ଟାଉନ୍‌ ଓ ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ଏମାନେ ଗାଡ଼ି ଚୋରି କରିଥିବା କେନ୍ଦ୍ରାପଡା ଏସ୍‌ପି ସୂଚନା ଦେଇଛନ୍ତି।

ଚୋରିର ମାଷ୍ଟର ହେଉଛନ୍ତି B-tech ଛାତ୍ର ଅଭିଜିତ ଜେନା ଓ ତାର ସହଯୋଗୀ ପୃଥିବୀ ରାଜ ଚୋରି କରି ଲକ୍ଷ୍ମୀନାରାୟଣପୁର ସ୍ଥିତ ଗ୍ୟାରେଜ ମାଲିକ ଗୌତମ ସାହୁଙ୍କୁ ହସ୍ତାନ୍ତର କରୁଥିଲେ। ୨୫ଟି ଜବତ ଗାଡିରୁ ୧୫ଟି ଗାଡି ମାଲିକଙ୍କୁ ହସ୍ତାନ୍ତର କରିଛି ପୁଲିସ। ୫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାପଡା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story