ପଥରଖାଦନ ପାଣିରେ ବୁଡି ଗୋଟିଏ ପରିବାରର ୩ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଆମ୍ବପଡିଆ ଗାଁରେ ପଥରଖଦାନ ଜମିଥିବା ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ସେମାନେ ହେଲେ ୮ବର୍ଷର ଭାଇ, ୬ବର୍ଷର ଭଉଣୀ ଓ ସେମାନଙ୍କର ଜେଜେମା। ମିଳିଥିବା ସୂଚନା ମୁତାବକ ଆଜି ନାତୀ,ନାତୁଣୀଙ୍କ ସହ ଜେଜେମା’ ଗାଧାଇବାକୁ ନିକଟସ୍ଥ ପଥର ଖାଦାନକୁ ଯାଇଥିଲେ। ଗୋଡ ଖସିଯିବା ଯୋଗୁଁ ସେମାନେ ବୁଡି ଯାଇଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି।

3dead

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 10:44 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଆମ୍ବପଡିଆ ଗାଁରେ ପଥରଖଦାନ ଜମିଥିବା ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ସେମାନେ ହେଲେ ୮ବର୍ଷର ଭାଇ, ୬ବର୍ଷର ଭଉଣୀ ଓ ସେମାନଙ୍କର ଜେଜେମା।

ମିଳିଥିବା ସୂଚନା ମୁତାବକ ଆଜି ନାତୀ,ନାତୁଣୀଙ୍କ ସହ ଜେଜେମା’ ଗାଧାଇବାକୁ ନିକଟସ୍ଥ ପଥର ଖାଦାନକୁ ଯାଇଥିଲେ। ଗୋଡ ଖସିଯିବା ଯୋଗୁଁ ସେମାନେ ବୁଡି ଯାଇଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି।

Related story