ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ, ବିସିସି ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିସିସି(ବ୍ରହ୍ମପୁର କୋଅପରେଟିଭ ବ୍ୟାଙ୍କ) ସଭାପତି ଅଲେଖ ଚୌଧୁରୀ ଅଛନ୍ତି। ଘରେ ନିଆଁ ଲାଗି ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଗତରାତିରେ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପେଣ୍ଠସାହିସ୍ଥିତ ନିଜ ଘରେ ଥିଲେ। ତାଙ୍କ ସହ ଜଣେ ସମ୍ପର୍କୀୟ ଓ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଥିଲେ। ଏହି ୩ […]

fire-1

fire-1

Niharika Rout
  • Published: Friday, 29 May 2020
  • Updated: 29 May 2020, 10:39 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିସିସି(ବ୍ରହ୍ମପୁର କୋଅପରେଟିଭ ବ୍ୟାଙ୍କ) ସଭାପତି ଅଲେଖ ଚୌଧୁରୀ ଅଛନ୍ତି। ଘରେ ନିଆଁ ଲାଗି ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ଗତରାତିରେ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପେଣ୍ଠସାହିସ୍ଥିତ ନିଜ ଘରେ ଥିଲେ। ତାଙ୍କ ସହ ଜଣେ ସମ୍ପର୍କୀୟ ଓ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଥିଲେ। ଏହି ୩ ଜଣ ଗୋଟିଏ ରୁମ୍‌ରେ ଥିବା ବେଳେ ରାତି ପ୍ରାୟ ୨ଟା ପରେ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା।

ପରିବାରର ଅନ୍ୟ ସଦସ୍ୟମାନେ ଏ ସମ୍ପର୍କରେ ଜାଣି ପାରି ନ ଥିବା ବେଳେ ଗୁରୁତର ହୋଇ ପଡ଼ିଥିବା ଅଲେଖ ନିଜେ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍‌ କରି ସାହାଯ୍ୟ ପାଇଁ କହିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ MKCG ମେଡିକାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story