ବୁଡିଲା ଡଙ୍ଗା, ୩ ଜଣଙ୍କ ପତ୍ତା ମିଳୁନି

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଘାଟରେ ବୁଡିଲା ଡଙ୍ଗା। ଏହି ଦୁର୍ଘଟଣାରେ ୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ହୁଲି ଡୋଙ୍ଗା ଯୋଗେ କିଛି ଯୁବକ ଯାଉଥିଲେ। ତେବେ ଡଙ୍ଗାଟି କିଛି ବାଟ ଯିବାପରେ ଓଜନ ସମ୍ଭାଳି ନପାରି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲା।ଶେଷ ଖବର ସୁଧା ତିନି ଜଣ ନିଖୋଜ ଥିବା ବେଳେ ଚାରିଜଣ ପହଁରି ପହଁରି କୁନନ୍ଦେଇପୁର  […]

dsp-1-750x430

dsp-1-750x430

Tapas Behera
  • Published: Saturday, 07 September 2019
  • Updated: 08 September 2019, 08:05 AM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଘାଟରେ ବୁଡିଲା ଡଙ୍ଗା। ଏହି ଦୁର୍ଘଟଣାରେ ୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ହୁଲି ଡୋଙ୍ଗା ଯୋଗେ କିଛି ଯୁବକ ଯାଉଥିଲେ।

ତେବେ ଡଙ୍ଗାଟି କିଛି ବାଟ ଯିବାପରେ ଓଜନ ସମ୍ଭାଳି ନପାରି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲା।ଶେଷ ଖବର ସୁଧା ତିନି ଜଣ ନିଖୋଜ ଥିବା ବେଳେ ଚାରିଜଣ ପହଁରି ପହଁରି କୁନନ୍ଦେଇପୁର  ଘାଟରେ ପହଞ୍ଚି ଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story