ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ଙ୍କ ବାପା-ମଆଙ୍କ ପରେ ଆଜି ପୁଣି ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢ଼ାଳି ଆତ୍ମାହୁତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିନେଇଯାଇଥିଲେ। ଏହି ଚାଷୀମାନେ ବିନା ଦୋଷରେ ସମବାୟ ଋଣ ଜାଲରେ ଛନ୍ଦି ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଆଠଗଡ଼ କୋଅପରେଟିଭ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲିଆତି ହୋଇଛି। ସେଠାରେ […]

a

a

Ranjit Kumar Jena
  • Published: Friday, 27 November 2020
  • Updated: 27 November 2020, 05:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ଙ୍କ ବାପା-ମଆଙ୍କ ପରେ ଆଜି ପୁଣି ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢ଼ାଳି ଆତ୍ମାହୁତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିନେଇଯାଇଥିଲେ। ଏହି ଚାଷୀମାନେ ବିନା ଦୋଷରେ ସମବାୟ ଋଣ ଜାଲରେ ଛନ୍ଦି ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

ଆଠଗଡ଼ କୋଅପରେଟିଭ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲିଆତି ହୋଇଛି। ସେଠାରେ ଗରିବ ଚାଷୀଙ୍କ ନାଁରେ ପ୍ରଭାବଶାଳୀ ଲୋକମାନେ ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ନିରୀହ ଚାଷୀମାନେ ଋଣ ଜାଲରେ ଛନ୍ଦି ହୋଇ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ ବହୁବାର ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା। ପ୍ରଶାସନଠାରୁ ନିରାଶ ହେବା ପରେ ଚାଷୀମାନେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି। 

ସୂଚନା ଅନୁସାରେ  ୬ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଆସିଥିଲେ। ସେମାନଙ୍କ ଭିତରୁ ୩ ଜଣ ଚାଷୀ ଏଜି ଛକ୍‌ରେ ସୁରକ୍ଷା ବଳୟ ଡେଇ ବିଧାନସଭା ସମ୍ମୁଖରେ ଦେହରେ କିରାସିନି ଢ଼ାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story