ରାଜା ସ୍ୱାଇଁ, ତାଙ୍କ ଭାଇ ଖାଇଲେ ଟଙ୍କା! ଚାଷୀଙ୍କ ମୁଣ୍ଡରେ ଅଠା

ଆଠଗଡ଼ (ନୀଳକଣ୍ଠ ଦୋରା): ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତାଙ୍କ ଭାଇ ବୀରେନ୍ଦ୍ରଙ୍କ ନାଁରେ ଆସିଛି ଋଣ ଜାଲିଆତି ଅଭିଯୋଗ। ଆଜି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀମାନେ ଏପରି ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ କହିବା ଅନୁସାରେ ରାଜା ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଥିବା ବେଳେ ସେମାନଙ୍କ ନାମରେ ହୋଇଛି କୋଟି କୋଟି ଟଙ୍କାର ଋଣ ଜାଲିଆତି। ଋଣ ନନେଇ ଚାଷୀମାନେ ଆଜି ଜାଲରେ ଫସି […]

ranandra-pratap-swai

ranandra-pratap-swai

Manoranjan Sial
  • Published: Friday, 27 November 2020
  • Updated: 27 November 2020, 05:38 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତାଙ୍କ ଭାଇ ବୀରେନ୍ଦ୍ରଙ୍କ ନାଁରେ ଆସିଛି ଋଣ ଜାଲିଆତି ଅଭିଯୋଗ। ଆଜି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀମାନେ ଏପରି ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ କହିବା ଅନୁସାରେ ରାଜା ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଥିବା ବେଳେ ସେମାନଙ୍କ ନାମରେ ହୋଇଛି କୋଟି କୋଟି ଟଙ୍କାର ଋଣ ଜାଲିଆତି।

ଋଣ ନନେଇ ଚାଷୀମାନେ ଆଜି ଜାଲରେ ଫସି ଯାଇଛନ୍ତି। ଯେଉଁଥିପାଇଁ ଚାଷୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଦୁଇ ଦିନ ତଳେ ଆଠଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରେ ହଳ ଲଙ୍ଗଳ, ଧାନ କେଣ୍ଡା ଧରି ଘେରାଓ କରିବା ସହ ଆମରଣ ଅନସନରେ ବସିଥିଲେ। ଆଠଗଡ ଉପଖଣ୍ଡରେ ଥିବା ୨୬ଟି ସୋସାଇଟର ସମସ୍ତ ଋଣୀଙ୍କ ତାଲିକା ସାର୍ବଜନିନ କରାଯାଉ ଓ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଚାଷୀମାନେ ଦାବି କରିଥିଲେ।

ଏହା ପୂର୍ବରୁ ଚାଷୀମାନେ ଋଣ ଜାଲିଆତି ନେଇ କଟକ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ଚାଷୀଙ୍କ କୌଣସି ଅଭିଯୋଗକୁ ଗ୍ରହଣ କରିନଥିଲା। ଏପରିକି ଋଣ ଜାଲିଆତିର ତଦନ୍ତ ମଧ୍ୟ କରାଯାଇନଥିଲା।

ଏହାର ପ୍ରତିବାଦରେ ୩ ଜଣ ଚାଷ ଆଜି ଆତ୍ମାହୁତି ଦେବା ପାଇଁ ଭୁବନେଶ୍ୱର ଆସିଥିଲେ। ସୁରକ୍ଷା ବଳୟ ଅତିକ୍ରମ କରି ଏଜି ଛକ ଦେଇ ୩ ଜଣ ଚାଷୀ ବିଧାନସଭା ସମ୍ମୁଖକୁ ଆସିଥିଲେ। ସର୍ବ ସମ୍ମୁଖରେ ଚାଷୀମାନେ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story