ମଝିଦାଣ୍ଡରେ ଜଣଙ୍କୁ ପିଟିଲେ ୩ ଯୁବତୀ

Ordigital Desk
  • Published: Saturday, 12 May 2018
  • , Updated: 12 May 2018, 05:42 PM IST
<p>ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ଓଷଙ୍ଗରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ମଝିଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ୩ ଜଣ ଝିଅ ବ୍ୟକ୍ତି ଜଣଙ୍କୁ ପିଟିଛନ୍ତି।</p> <p>ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି।</p>

Related story