୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟି ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଘଟଣାରେ ଏସଟିଫ୍ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ଆନନ୍ଦପୁର ଲେକିଗଡାର ଅନାମ ଖିଲ । ଅନାମ ଖିଲ ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ […]

fake-note-2

fake-note-2

Jitendra Garnayak
  • Published: Thursday, 26 November 2020
  • Updated: 26 November 2020, 12:40 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟି ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଘଟଣାରେ ଏସଟିଫ୍ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ଆନନ୍ଦପୁର ଲେକିଗଡାର ଅନାମ ଖିଲ ।

ଅନାମ ଖିଲ ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସ୍ୱତ୍ରରୁ ଖବର ମିଳିବା ପରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନାମ ଠାରୁ ବିପୁଳ ପରିମାଣର ଜାଲ ନୋଟ ମିଳିବା ସହ ବିଭିନ୍ନ ପ୍ରକାର ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ । ପୁଲିସ ଏନେଇ ସୁନାବେଡ଼ା ଥାନାରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story