ରାଜଧାନୀରେ ଉତ୍ପାତ କଲେଣି ଲୁଟେରା! ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ପହରରେ ହେଉଛି ଲୁଟ୍‌। କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କୁ ଲୁଟୁଛନ୍ତି। ହେଲେ ପୁଲିସ ସେମାନଙ୍କୁ ଧରିପାରୁନି। ଗତକାଲି ୩ ଜଣ ଦୁର୍ବୃତ୍ତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି। ଗତକାଲି ରଶ୍ମୀବାଳା ମହାନ୍ତି ମାର୍କେଟିଂ କରିବା ପାଇଁ ସୁପର ମାର୍କେଟ ଯାଇଥିଲେ। ମାର୍କେଟିଂ ସରିବା ପରେ ଚାଲିଚାଲି ଘରକୁ ଫେରୁଥିଲେ। ପିପୁଲ ଗାର୍ଡେନ ନିକଟରେ ଜଣେ ଯୁବକ ଆସି […]

capital

capital

Manoranjan Sial
  • Published: Thursday, 14 January 2021
  • Updated: 14 January 2021, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ପହରରେ ହେଉଛି ଲୁଟ୍‌। କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କୁ ଲୁଟୁଛନ୍ତି। ହେଲେ ପୁଲିସ ସେମାନଙ୍କୁ ଧରିପାରୁନି। ଗତକାଲି ୩ ଜଣ ଦୁର୍ବୃତ୍ତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି।

ଗତକାଲି ରଶ୍ମୀବାଳା ମହାନ୍ତି ମାର୍କେଟିଂ କରିବା ପାଇଁ ସୁପର ମାର୍କେଟ ଯାଇଥିଲେ। ମାର୍କେଟିଂ ସରିବା ପରେ ଚାଲିଚାଲି ଘରକୁ ଫେରୁଥିଲେ। ପିପୁଲ ଗାର୍ଡେନ ନିକଟରେ ଜଣେ ଯୁବକ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମୀବାଳା ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଆଉ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ଛୁରୀ ଓ ବନ୍ଧୁକ ଦେଖାଇ ସୁନା ହାର ଓ ଦୁଇଟି ବଳା ଛଡ଼ାଇ ନେଇଯାଇଥିଲେ। ଯାହା ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ।

ଆଜି ରଶ୍ମୀବାଳା ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ରଶ୍ମୀବାଳାଙ୍କ କହିବା ଅନୁସାରେ ମୁଁ ପିଲା ବେଳୁ ସୁନା ଅଳଙ୍କାର ପିନ୍ଧୁଛି। ଗତକାଲି ଘଟିଥିବା ଲୁଟ୍‌ ପରଠାରୁ ଆଉ ସୁନା ଅଳଙ୍କାର କେବେ ପିନ୍ଧିବି ନାହିଁ ବୋଲି ଭାବୁଛି। ବର୍ତ୍ତମାନ ସମୟରେ ସୁନା ଅଳଙ୍କାର ପିନ୍ଧିବା ସୁରକ୍ଷିତ ଲାଗୁନି। ପାଟ୍ରୋଲିଂ ହେଉନଥିବାରୁ ଦୁର୍ବୃତ୍ତମାନେ ଦିନ ଦ୍ୱି’ପହରରେ ଏପରି ଲୁଟ୍‌ କରୁଛନ୍ତି ବୋଲି ରଶ୍ମୀବାଳା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story