ରେଳ ଧାରଣାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

ଜୟପୁର(ଟି.ଗୌରୀଶଙ୍କର): ରେଳ ଧାରଣାରୁ ଗୋଟିଏ ପରିବାର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ଜଣାପଡ଼ି ନାହିଁ। ରେଳବାଇ ପୁଲିସ ଓ ଲକ୍ଷ୍ମୀପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକମାନେ ହେଲେ ପୁଡାପାଡୁ ଗାଁର ମାର୍କଣ୍ଡ ବିଶୋଇ ଓ ତାଙ୍କ ୧୨ ବର୍ଷର ପୁଅ ଏବଂ ୯ ବର୍ଷ ଝିଅ। ସିଙ୍ଗାରମ ରେଳ ଲାଇନରେ ସେମାନଙ୍କ ମୃତଦେହ […]

koraput

koraput

Manoranjan Sial
  • Published: Monday, 26 October 2020
  • Updated: 26 October 2020, 11:34 AM IST

Sports

Latest News

ଜୟପୁର(ଟି.ଗୌରୀଶଙ୍କର): ରେଳ ଧାରଣାରୁ ଗୋଟିଏ ପରିବାର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ଜଣାପଡ଼ି ନାହିଁ। ରେଳବାଇ ପୁଲିସ ଓ ଲକ୍ଷ୍ମୀପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତକମାନେ ହେଲେ ପୁଡାପାଡୁ ଗାଁର ମାର୍କଣ୍ଡ ବିଶୋଇ ଓ ତାଙ୍କ ୧୨ ବର୍ଷର ପୁଅ ଏବଂ ୯ ବର୍ଷ ଝିଅ। ସିଙ୍ଗାରମ ରେଳ ଲାଇନରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story