ଗୋ’ଚାଲାଣ ରାକେଟରେ ମିଳିଲା ପୁଲିସ୍‌ ଲିଙ୍କ, ୩ ନିଲମ୍ବିତ

ବାରିପଦା(ମାଣିକ ଲାଲ ପାଣି): “୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ। ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । କେହି ଟେର ବି ପାଇବେନି।” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ  ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ ।  ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି  ଆକ୍ସନ […]

police

police

Niharika Rout
  • Published: Thursday, 05 May 2022
  • Updated: 05 May 2022, 08:57 AM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି): “୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ। ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । କେହି ଟେର ବି ପାଇବେନି।” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ  ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ ।  ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି  ଆକ୍ସନ ମୁଡ୍‌କୁ ଆସି ଝାରପୋଖରିଆ ଥାନାର ୩ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

୩ ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଏବଂ ଜଣେ କନଷ୍ଟେବଳ ଥିବା ଜଣାଯାଇଛି ସେମାନେ ହେଲେ ଏଏସଆଇ ସ୍ମୃତି ରଂଜନ ସ୍ୱାଇଁ, ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲବାବୁ ।  ଏହି ୩ ଜଣଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ  କରାଯାଇଥିବା ମୟୂରଭଞ୍ଜ ଜିଲ୍ଲା ଆଡିସନାଲ ଏସିପି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନିଳମ୍ବିତ ପୁଲିସ୍‌  କର୍ମଚାରୀଙ୍କ ମଧ୍ୟରୁ ଜଣେ ଏଏସ୍ଆଇ ଗତ କିଛି ଦିନ ତଳେ ଜଣେ ଗୋରୁ ବେପାରୀଙ୍କ ସହ ଗୋରୁ ଚାଲାଣ ନେଇ ଡିଲ୍ କରୁଥିବାର ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ସଂପୃକ୍ତ ଏଏସ୍ଆଇଜଣଙ୍କ ଗୋରୁ ବୋଝେଇ ଗାଡ଼ିକୁ ଓଡ଼ିଶା ସୀମା ପାର କରାଇ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଡିଲ୍‌ କରିଥିଲେ । ଏହି ଅର୍ଥ ସମୁଦାୟ ୬ ଜଣ ଅଧିକାରୀଙ୍କ ମଧ୍ୟରେ  ଭାଗବଣ୍ଟା ହେବ । ଏହାପରେ ଗାଡ଼ି ସୁରଖୁରରେ ସୀମା କରି ପଳାଇ ଯାଇ ପାରିବ ବୋଲି ପୁଲିସ୍‌ ବାବୁଜଣକ ଦଲାଲଙ୍କୁ କହୁଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି।

ଏହି  ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଆସିବା ପରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ସୁଦ୍ଧା ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଭାଇରାଲ ଅଡିଓରେ କୁହାଯାଇଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ବି ଯାଞ୍ଚ ହେବ ।  ଉପଯୁକ୍ତ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଏସ୍‌ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story