ରାଜ୍ୟରେ ୧୦ବର୍ଷରେ ମାତ୍ର ୩ଟି ରାଗିଂ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ସମୟରେ ରାଗିଂ ଅଭିଯୋଗ ହେଉଥିଲେ ସୁଦ୍ଧା ଗତ ୧୦ବର୍ଷ ମଧ୍ୟରେ ମାତ୍ର ୩ଟି ରାଗିଂ ଘଟଣା ପଞ୍ଜିକୃତ ହୋଇଛି । ଏଥିରେ ନିକଟରେ ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାମିଲ ରହିଥିବାବେଳେ ଏହି ମୃତ୍ୟୁ ରାଗିଂଜନିତ କି ନାହିଁ ତାହା ପୁଲିସ ତଦନ୍ତ କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ଆଜି ବିଧାନସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ […]

Rohit-Pujari

Rohit-Pujari

Ordigital Desk
  • Published: Wednesday, 20 July 2022
  • Updated: 20 July 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ସମୟରେ ରାଗିଂ ଅଭିଯୋଗ ହେଉଥିଲେ ସୁଦ୍ଧା ଗତ ୧୦ବର୍ଷ ମଧ୍ୟରେ ମାତ୍ର ୩ଟି ରାଗିଂ ଘଟଣା ପଞ୍ଜିକୃତ ହୋଇଛି । ଏଥିରେ ନିକଟରେ ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାମିଲ ରହିଥିବାବେଳେ ଏହି ମୃତ୍ୟୁ ରାଗିଂଜନିତ କି ନାହିଁ ତାହା ପୁଲିସ ତଦନ୍ତ କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ।

ଆଜି ବିଧାନସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ବିଗତ ୧୦ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ କଲେଜରେ ମାତ୍ର ୩ଟି ଘଟଣା ପଞ୍ଜିକୃତ ହୋଇଛି । ପୁରୀସ୍ଥିତ ଏସସିଏସ୍ ସ୍ୱୟଂଶାସିତ କଲେଜ ଓ କଟକସ୍ଥିତ ଶୈଳବାଳା ସ୍ୱୟଂଶାସିତ କଲେଜରେ ଦୁଇଟି ରାଗିଂ କେସ୍ ପଞ୍ଜିକୃତ ହୋଇଥିଲା । ତେବେ ଏଥିରେ କେହି ଛାତ୍ରୀ ମୃତ୍ୟୁବରଣ କରିନାହାନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଦୁଇ କେସ୍ ସମାଧାନ ହୋଇଥିଲା । ସେହିପରି ବିଜେବି କଲେଜରେ ୨୦୨୨ ଜୁଲାଇ ୨ତାରିଖରେ ଜଣେ ଯୁକ୍ତ ୩ ଶିକ୍ଷାବର୍ଷର ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହୋଇଛି । ତାହା ରାଗିଂ ଯୋଗୁ ଅବା ଅନ୍ୟ କାରଣରୁ ତା’ର ତଦନ୍ତ ପୁଲିସ କରୁଛି । ମାତ୍ର ସେଥିପାଇଁ ଗୋଟିଏ ରାଗିଂ ମାମଲା ପଞ୍ଜିକୃତ ହୋଇଛି ।

ରାଗିଂ ନିରାକରଣ ପାଇଁ ସରକାର ପ୍ରତି କଲେଜରେ ରାଗିଂ ବିରୁଦ୍ଧ କମିଟି ଗଠନ କରିଛନ୍ତି । ଏହାଦ୍ୱାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ତଥା ନାମଲେଖା ସମୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ରାଗିଂ ସମ୍ବନ୍ଧୀୟ ସତ୍ୟପାଠ ଦାଖଲ ନିମନ୍ତେ କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story