ଲୁଟ୍‌ କରିବାକୁ ପଶିଥିଲେ, ଖାଇଲେ ନିର୍ଧୂମ ଛେଚା

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଲୁଟ୍‌ ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ। ଏଥିନିମନ୍ତେ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ପଶିଥିଲେ। ହେଲେ ଲୁଟ୍‌ ଉଦ୍ୟମ ବେଳେ ଘର ଲୋକଙ୍କ ହାବୁଡ଼ରେ ପଡ଼ିଗଲେ। ତା’ ପରେ ଖାଇଲେ ଉତ୍ତମ ମଧ୍ୟମ। ପ୍ରାୟ ୪ ଘଣ୍ଟା କାଳ ନିର୍ଧୂମ ମାଡ଼ ଖାଇବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ ଗାଁ ଲୋକେ। ଏପରି ଏକ ଘଟଣା ଘଟି ଯାଇଛି ନୟାଗଡ଼ ଜିଲା ରଣପୁର ଥାନା ନରେନ୍ଦ୍ରପୁର ଗାଁରେ। ଚୋରି କରିବାକୁ ଆସିଥିବା ୩ଜଣଙ୍କୁ ଗାଁ […]

nayagarh-2..1

nayagarh-2..1

Niharika Rout
  • Published: Wednesday, 14 August 2019
  • Updated: 14 August 2019, 02:18 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଲୁଟ୍‌ ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ। ଏଥିନିମନ୍ତେ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ପଶିଥିଲେ। ହେଲେ ଲୁଟ୍‌ ଉଦ୍ୟମ ବେଳେ ଘର ଲୋକଙ୍କ ହାବୁଡ଼ରେ ପଡ଼ିଗଲେ। ତା’ ପରେ ଖାଇଲେ ଉତ୍ତମ ମଧ୍ୟମ। ପ୍ରାୟ ୪ ଘଣ୍ଟା କାଳ ନିର୍ଧୂମ ମାଡ଼ ଖାଇବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ ଗାଁ ଲୋକେ।

ଏପରି ଏକ ଘଟଣା ଘଟି ଯାଇଛି ନୟାଗଡ଼ ଜିଲା ରଣପୁର ଥାନା ନରେନ୍ଦ୍ରପୁର ଗାଁରେ। ଚୋରି କରିବାକୁ ଆସିଥିବା ୩ଜଣଙ୍କୁ ଗାଁ ଲୋକେ ନିର୍ଧୂମ ଛେଚିବା ପରେ ପୁଲିସ୍‌ ଜିମା ଦେଇଛନ୍ତି।

ନରେନ୍ଦ୍ରପୁର ଗାଁର ଅଭିମନ୍ୟୁ ସ୍ୱାଇଁ ନାମକ ବ୍ୟକ୍ତିଙ୍କ ଘରୁ ଏହି ଚୋରମାନେ ଗତ କାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ କରିଥିଲେ ।  ସେମାନେ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ଉକ୍ତ ସମୟରେ ଘରେ ଶୋଇଥିବା ଅଭିମନ୍ୟୁ ଜୋର୍‌ରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଗାଁ ଲୋକେ ଧାଇଁ ସମସ୍ତ ୩ ଚୋରଙ୍କୁ କାବୁ କରିଥିଲେ ।

ଏହାପରେ ସେମାନଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ଦେଇଥିଲେ। ରାତି ପ୍ରାୟ ୨ଟାରୁ ୬ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିଥିଲେ। ଏହାପରେ ଖବର ପାଇ ସୁନାଖଳା ଫାଣ୍ଡି ପୁଲିସ୍‌ ପହଞ୍ଚି ୩ ଚୋରକୁ ଉଦ୍ଧାର କରି ଥାନାକୁ ନେଇଥିଲା। ସେମାନଙ୍କୁ ଏବେ ପୁଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ଆଉ କେଉଁ କେଉଁ ଚୋରି, ଲୁଟ୍‌ ଘଟଣାରେ ସମ୍ପୃକ୍ତ, ଆଉ କେତେଜଣ ତାଙ୍କ ଗ୍ୟାଙ୍ଗରେ ଅଛନ୍ତି, ସେ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।  ଚୋରି ଅଭିଯୋଗ ଆସିଥିବା ୩ ଜଣ ବ୍ୟକ୍ତି ବୋଲଗଡ଼ ଓ ରଣପୁର ଅଞ୍ଚଳର ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story