୩୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକଡାଉନ ଅବଧିକୁ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସରକାରଙ୍କ ସମସ୍ତ ବିଭାଗ ୩୦ ପ୍ରତିଶତ କର୍ମଚାରୀରେ […]

govt-office

govt-office

Ordigital Desk
  • Published: Tuesday, 01 June 2021
  • Updated: 01 June 2021, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକଡାଉନ ଅବଧିକୁ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସରକାରଙ୍କ ସମସ୍ତ ବିଭାଗ ୩୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ତେବେ ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ। ଅବଶ୍ୟ ଅଫିସରେ କାର୍ଯ୍ୟ ଚାପ ଓ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବିଭାଗଗୁଡ଼ିକ ଅଫିସ ଚଳାଇବା ପାଇଁ କର୍ମଚାରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିପାରିବେ ବୋଲି କୁହାଯାଇଛି। ଯେଉଁ ଅଫିସର ଓ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନି ସେମାନେ ଘରୁ ରହି କାମ କରିବେ। ସେମାନଙ୍କୁ ଭିପିଏନ୍ ମାଧ୍ୟମରେ ନିୟମିତ ଓ ବକେୟା କାର୍ଯ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।

ଯେଉଁ କର୍ମଚାରୀମାନେ ଅଫିସ୍ ଆସୁନଥିବେ ସେମାନେ ନିଶ୍ଚିତ ଭାବେ ହେଡକ୍ୱାର୍ଟରରେ ରହିବେ ଓ ଯଦି ଜରୁରୀ ପଡ଼ିଲା ସେମାନେ ସ୍ୱଳ୍ପ ନୋଟିସରେ ଅଫିସ୍ ଆସିବେ। ପ୍ରଶାସନିକ ବିଭାଗଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ଅଫିସଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ ରହି କାମ କରିବେ ତାହା ନିର୍ଣ୍ଣୟ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଜୁନ୍ ୧୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story