ରାଜଧାନୀରେ ଯୁବତୀଙ୍କୁ ଲୁଟ୍‌, ଭଦ୍ରକରେ ଭୋଜି ଖାଇ ଅସୁସ୍ଥ, ବର୍ଷିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଛି। ସହିଦନଗର ଫ୍ଲାଏଓଭର ଉପରେ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ସହ ଯୁବତୀଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି ଲୁଟ୍ କରିଥିବା ଯୁବତୀ […]

bhadrak

bhadrak

Manoranjan Sial
  • Published: Thursday, 18 February 2021
  • Updated: 19 February 2021, 12:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଛି। ସହିଦନଗର ଫ୍ଲାଏଓଭର ଉପରେ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ସହ ଯୁବତୀଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି ଲୁଟ୍ କରିଥିବା ଯୁବତୀ ଜଣକ କହିଛନ୍ତି  ଏନେଇ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟର ଶିକାର ଯୁବତୀ ରାଜଧାନୀର ଏକ ହୋଟେଲରେ ସେଲ୍‌ସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ବାହାଘର ଭୋଜି ଖାଇ ୨୫ ଅସୁସ୍ଥ

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ କଲେଇ ପଞ୍ଚାୟତ ଚୁନିଦାରେ ବିବାହ ଭୋଜିଖାଇ ୨୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ୭ ଜଣ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଗାଁର ପ୍ରକାଶ ବେହେରାଙ୍କ ବିବାହ ଭୋଜି ହୋଇଥିଲା ଚୁନିଦା ଗାଁରେ। ଏଥିରେ ପ୍ରାୟ ୭୦ ଜଣ ସାମିଲ ହୋଇ ଭୋଜି ଖାଇଥିଲେ। ତେବେ ଗୁରୁବାର ସକାଳୁ କେତେକ ଲୋକଙ୍କୁ ଝାଡା ସହ ବାନ୍ତି ହୋଇଥିଲା। କିନ୍ତୁ  ରାତିରେ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିବାରୁ ୭ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁରେ କିଛି ଲୋକଙ୍କୁ ଔଷଧ ଦିଆଯାଉଥିବା ବେଳେ ଅନ୍ୟମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ଆଣିବାକୁ ବ୍ୟବସ୍ଥା କରାଯାଉଛି। ଗାଁରେ ଏକ ଡାକ୍ତରୀ ଟିମ ପହଞ୍ଚି କିଛି ଅସୁସ୍ଥଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି।

ରାଜ୍ୟରେ ବିଜେପି-ବିଜେଡି ମିଳିତ ସରକାର ଚାଲିଛି: ଚେଲା କୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକଙ୍କ ସହ ବୈଠକ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ବୈଠକ ପରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ ବିଜେପି-ବିଜେଡି ମିଳିତ ସରକାର ଚାଲିଛି। ଯଦି ମିଳିତ ସରକାର ଚାଲିନି, ତାହାହେଲେ କାହିଁକି ବିଜେଡି କେନ୍ଦ୍ର ବିରୋଧରେ କିଛି କହୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସରକାର ସମୟରେ ନବୀନବାବୁ କେନ୍ଦ୍ରକୁ ଆକ୍ଷେପ କରୁଥିଲେ। ଏବେ କାହିଁକି କିଛି କହୁ ନାହାନ୍ତି ବୋଲି କହିଛନ୍ତି ଚେଲା କୁମାର କହିଛନ୍ତି। ଏହାଛଡ଼ା ବିଧାନସଭାରେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ପ୍ରସଙ୍ଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story