୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର(ଅଜିତ ଦାସ): ଜଳେଶ୍ୱରରୁ ପୁଣି ଜବତ ହେଲା ୩୦୦ ଗ୍ରାମର ବ୍ରାଉନ୍‌ସୁଗର। ଯାହାର ଆନୁମାନିକ ମୂଲ୍ୟର ୩୦ ଲକ୍ଷରୁ ଅଧିକ ଟଙ୍କା ହେବ। ଜଳେଶ୍ୱର ଏସ୍‌ଡିପିଓଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍‌ ଚଢ଼ଉ କରି ବ୍ରାଉନ୍‌ ସୁଗର ଜବତ କରିଛି। ମାତ୍ର ଚଢ଼ଉ ପୂର୍ବରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି। ବ୍ରାଉନ୍‌ସୁଗର ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ଜଳେଶ୍ୱର ଥାନା ପୁଲିସର ୧୦ ଜଣିଆ ଟିମ୍‌ ଆଜି ଭୋର ୫ଟା ବେଳେ ରାଜପୁର ବସ୍ତିରେ […]

Jaleswar

Jaleswar

Manoranjan Sial
  • Published: Friday, 10 September 2021
  • Updated: 10 September 2021, 04:02 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଜଳେଶ୍ୱରରୁ ପୁଣି ଜବତ ହେଲା ୩୦୦ ଗ୍ରାମର ବ୍ରାଉନ୍‌ସୁଗର। ଯାହାର ଆନୁମାନିକ ମୂଲ୍ୟର ୩୦ ଲକ୍ଷରୁ ଅଧିକ ଟଙ୍କା ହେବ। ଜଳେଶ୍ୱର ଏସ୍‌ଡିପିଓଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍‌ ଚଢ଼ଉ କରି ବ୍ରାଉନ୍‌ ସୁଗର ଜବତ କରିଛି। ମାତ୍ର ଚଢ଼ଉ ପୂର୍ବରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି।

ବ୍ରାଉନ୍‌ସୁଗର ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ଜଳେଶ୍ୱର ଥାନା ପୁଲିସର ୧୦ ଜଣିଆ ଟିମ୍‌ ଆଜି ଭୋର ୫ଟା ବେଳେ ରାଜପୁର ବସ୍ତିରେ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସକୁ ୩୦୦ ଗ୍ରାମର ଧଳା ଜହର ମିଳିଥିଲା। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉରେ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ମହାନ୍ତି, ଏସ୍‌ଆଇ ଭୁବନ ମୋହନ ସେଠୀ ପ୍ରମୁଖ ସାମିଲ୍‌ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଗତ ୨୨ ଦିନ ମଧ୍ୟରେ ଜଳେଶ୍ୱରରୁ ୨.୫ କିଲୋ ଧଳା ଜହର ଜବତ କରାଯାଇଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ହେଉଛି ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ। କୁହାଯାଏ ଏଠାରୁ ଓଡ଼ିଶାର କୋଣ ଅନୁକୋଣକୁ ବ୍ରାଉନସୁଗର ଚାଲାଣ ହୋଇଥାଏ। ଯାହାକୁ ଲକ୍ଷ୍ୟ କରି ନିୟମିତ ଭାବେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ଜଳେଶ୍ୱର ଟାଉନ୍‌ ଓ ଆଖପାଖ ଅଞ୍ଚଳରେ ଚଢ଼ଉ କରୁଛି। ଏହା ସତ୍ତ୍ୱେ ବ୍ରାଉନସୁଗର କାରବାର ଉପରେ ଲଗାମ ଲାଗି ପାରୁନାହିଁ। ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ଡାଳେ ଡାଳେ ଗଲେ ବ୍ରାଉନ୍‌ସୁଗର ମାଫିଆମାନେ ପତରେ ପତରେ ଯାଉଛନ୍ତି। ପ୍ରତିଥର ମାଫିଆମାନେ ନୂଆ ନୂଆ ଢ଼ଙ୍ଗରେ ବ୍ରାଉନ୍‌ସୁଗର ଚୋରା ଚାଲାଣ କରୁଛନ୍ତି। ଯାହାର ଟେର ପାଉନାହିଁ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story