ଭୁବନେଶ୍ୱରରୁ ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୧୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ଆଉ ୩୨ ‘କରୋନା’ ଚିହ୍ନଟ। ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରେ  ୧୪ ଜଣ ଥିବା ବେଳେ ଲୋକାଲ୍‌ କେସ୍‌ ୧୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। Update on newly detected & cured #COVID19 cases in the last 24 hrs under the BMC area on 9th July 2020(till 9am). Further contact tracing is still continuing. Primary contacts & […]

Corona-4

Corona-4

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 03:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ଆଉ ୩୨ ‘କରୋନା’ ଚିହ୍ନଟ। ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରେ  ୧୪ ଜଣ ଥିବା ବେଳେ ଲୋକାଲ୍‌ କେସ୍‌ ୧୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/bmcbbsr/status/1281147272042917888?s=20

ଆଜି ଖୋର୍ଦ୍ଧା ଅଞ୍ଚଳରେ ୫୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ବିଏମ୍‌ସି ଅଞ୍ଚଳରୁ ୩୨ ଜଣ ଅଛନ୍ତି। ଏମାନଙ୍କ ଭିତରୁ ୧୮ ଲୋକାଲ୍‌ କେସ ରହିଛି। ନୟାପଲ୍ଲୀ IRC ଭିଲେଜରୁ ଜଣେ, ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍ଗି ପିପୁଲ୍ସ ବସ୍ତିରୁ ଜଣେ, ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରୀୟ ହସ୍ପିଟାଲର ଜଣେ କର୍ମଚାରୀ, ୟୁନିଟ-୨ ମାର୍କେଟ୍‌ ବିଲ୍ଡିଂ ନିକଟରୁ ୨ ଜଣ, ବରମୁଣ୍ଡା ଅଞ୍ଚଳରୁ ଜଣେ, ଗଙ୍ଗନଗର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ ପେଟ୍ରୋଲ ପମ୍ପ ପାଖରୁ ୨ ଜଣ, ବାପୁଜୀନଗର ଶିଶୁ ଭବନ ଛକ ପାଖରୁ ଜଣେ, ଜୟଦେବ ବିହାର ସାଲିଆ ସାହିରୁ ଜଣେ, ନଖରା ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶ ମନ୍ଦିର ପାଖରୁ ଜଣେ, ରସୁଲଗଡ଼ରୁ ଜଣେ, ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଶାମ୍ପୁର ଭିଲେଜର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ଟ୍ୱିଟ୍‌ କରିଛି।

ସେହିପରି କ୍ୱାରେଣ୍ଟାଇନ୍‌ରେ ଥିବା ୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ୭ ଆକ୍ରାନ୍ତ ସୁସ୍ଥ ହୋଇଥିବା BMC ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story