ବର୍ଷକ ଭିତରେ ରାଜ୍ୟର ୩୨୬ଟି ଗାଁ ହେବ ‘ସୁନାମୀରେଡ୍ଡୀ ଗାଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷକ ମଧ୍ୟରେ ରାଜ୍ୟର ସମୁଦ୍ର ଉପକୂଳରେ ଥିବା ୩୨୬ଟି ଗାଁକୁ ‘ସୁନାମୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗାଁ’ ଭାବେ ବିକଶିତ କରାଯିବ। ଏସବୁ ଗାଁ କେବଳ ସୁନାମୀ ନୁହେଁ ବାତ୍ୟା, ବନ୍ୟା ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଶ୍ରୀ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଗଷ୍ଟ ମାସରେ ଓଡ଼ିଶାର […]

unsco

unsco

Manoranjan Sial
  • Published: Friday, 06 November 2020
  • Updated: 06 November 2020, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷକ ମଧ୍ୟରେ ରାଜ୍ୟର ସମୁଦ୍ର ଉପକୂଳରେ ଥିବା ୩୨୬ଟି ଗାଁକୁ ‘ସୁନାମୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗାଁ’ ଭାବେ ବିକଶିତ କରାଯିବ। ଏସବୁ ଗାଁ କେବଳ ସୁନାମୀ ନୁହେଁ ବାତ୍ୟା, ବନ୍ୟା ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ଶ୍ରୀ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଗଷ୍ଟ ମାସରେ ଓଡ଼ିଶାର ଦୁଇଟି ଗାଁ ଗଞ୍ଜାମ ଜିଲ୍ଲାର ଭେଙ୍କଟାରାଇପୁର ଓ ଜଗତସିଂହପୁର ପାରାଦୀପସ୍ଥିତ ନୋଳିଆ ସାହିକୁ ୟୁନେସ୍କୋ ପକ୍ଷରୁ ‘ସୁନାମୀରେଡ୍ଡୀ ଗାଁ’ ଭାବେ ଚିହ୍ନଟ କରାଯାଇଛି। ଭାରତ ମହାସାଗର ଅଂଚଳରେ କମ୍ୟୁନିଟି(ଗୋଷ୍ଠୀ) ସହାୟତାରେ ‘ସୁନାମୀରେଡ୍ଡୀ’ ମାନ୍ୟତା ପାଇବାରେ ୨୨ଟି ଦେଶ ମଧ୍ୟରେ ଓଡ଼ିଶା ପ୍ରଥମ। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ସହାୟତାରେ ଆଗାମୀ ୧୨ମାସ ମଧ୍ୟରେ ସମୁଦ୍ର ଉପକୂଳରେ ଥିବା ୩୨୬ଟି ଗାଁକୁ ସମସ୍ତ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ‘ସୁନାମୀରେଡ୍ଡୀ’ ଗାଁ ଭାବେ ବିକଶିତ କରାଯିବ। ସେଠାରେ ଯୁବବର୍ଗଙ୍କୁ ଉଦ୍ଧାର ଓ ମୁକାବିଲା କାର୍ଯ୍ୟର ପ୍ରଶିକ୍ଷଣ ଦିଆଯିବା ସହ ଲୋକମାନଙ୍କୁ ଫାଷ୍ଟଏଡ୍ ସୁବିଧା, ସେଲଟର ମ୍ୟାନେଜମେଣ୍ଟ , ମନସ୍ତାତ୍ତ୍ୱିକ ଓ ସାମାଜିକ ସହଯୋଗ ଯୋଗାଇ ଦେବାନିମନ୍ତେ ସ୍ଥାନୀୟ ଲୋକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କର ଦକ୍ଷତା ବିକାଶ କରାଯିବ। ଯାହାଫଳରେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସେମାନେ ଯେକୌଣସି ସମୟରେ ସୁନାମୀର ମୁକାବିଲା ସହ ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟକୁ ମଧ୍ୟ ସମ୍ମୁଖୀନ ହୋଇପାରିବେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୭ ତାରିଖରେ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଓନୋଗ୍ରାଫିକ କମିଶନ (ଆଇଓସି) ପକ୍ଷର ଓଡ଼ିଶାର ଦୁଇଟି ଗାଁକୁ ‘ସୁନାମୀରେଡ୍ଡୀ ଗାଁ’ ଭାବେ ମାନ୍ୟତା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story