ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍ଷ୍ମୀସାଗରରୁ […]

corona-kit

Tapas Behera
  • Published: Monday, 28 September 2020
  • , Updated: 28 September 2020, 05:58 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍ଷ୍ମୀସାଗରରୁ ୧୪, ନୟାପଲ୍ଲୀରୁ ୯, ଶୈଳଶ୍ରୀ ବିହାରରୁ ୮ ଚିହ୍ନଟ, ଆଇଆରସି ଭିଲେଜରୁ ୮ ଓ ପାତ୍ରପଡ଼ାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story