ଓଡ଼ିଶାର ୩୬୩୬ଟି ଗାଁ ଯେଉଁଠି କେହି ଲୋକ ରୁହନ୍ତିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଅବିଶ୍ୱାସ ଲାଗୁଥିଲେ ବି ସତ। ଓଡ଼ିଶାରେ ଏଭଳି ୩୬୩୬ଟି ଗାଁ ରହିଛି ଯେଉଁଠି କେହି ଲୋକେ ରୁହନ୍ତି ନାହିଁ। ଏକଥା ରାଜ୍ୟ ରାଜସ୍ୱ ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜେ କହିଛନ୍ତି। ତା’ପୁଣି ବିଧାନସଭାରେ। ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ ମିଳିଥିବା ୨୦୧୧ ଜନଗଣନା ତଥ୍ୟ ଅନୁସାରେ ରାଜ୍ୟରେ ୩୬୩୬ଟି ଜନବସତି ଶୂନ୍ୟ ଗାଁ/ବସତି ରହିଛି। ଏଭଳି ଲୋକେ […]

jnb-1

jnb-1

Tapas Behera
  • Published: Monday, 05 October 2020
  • Updated: 05 October 2020, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଅବିଶ୍ୱାସ ଲାଗୁଥିଲେ ବି ସତ। ଓଡ଼ିଶାରେ ଏଭଳି ୩୬୩୬ଟି ଗାଁ ରହିଛି ଯେଉଁଠି କେହି ଲୋକେ ରୁହନ୍ତି ନାହିଁ। ଏକଥା ରାଜ୍ୟ ରାଜସ୍ୱ ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜେ କହିଛନ୍ତି। ତା’ପୁଣି ବିଧାନସଭାରେ।
ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ ମିଳିଥିବା ୨୦୧୧ ଜନଗଣନା ତଥ୍ୟ ଅନୁସାରେ ରାଜ୍ୟରେ ୩୬୩୬ଟି ଜନବସତି ଶୂନ୍ୟ ଗାଁ/ବସତି ରହିଛି।

ଏଭଳି ଲୋକେ ରହୁନଥିବା ଗାଁ ସଂଖ୍ୟା ସର୍ବାଧିକ ୪୧୨ଟି ଗଞ୍ଜାମ ଜିଲ୍ଲାରେ ରହିଛି। ସେହିପରି ବାଲେଶ୍ୱରରେ ୨୯୭ଟି ଗାଁ, ଅନୁଗୋଳରେ ୨୧୭ଟି ଗାଁ, ମୟୂରଭଞ୍ଜରେ ୧୯୯ଟି, ରାୟଗଡ଼ାରେ ୧୯୭ଟି, ଖୋର୍ଦ୍ଧାରେ ୧୭୮ଟି ଗାଁ, କନ୍ଧମାଳରେ ୧୭୦ଟି, ନୟାଗଡ଼ରେ ୧୫୧ଟି, ଯାଜପୁରରେ ୧୮୫ଟି, କଳାହାଣ୍ଡିରେ ୧୩୭ଟି, କେନ୍ଦ୍ରାପଡ଼ାରେ ୧୩୨ଟି, ଢେଙ୍କାନାଳରେ ୧୨୭ଟି, ପୁରୀରେ ୧୦୭ଟି, ଜଗତସିଂହପୁରରେ ୬୯ଟି, ମାଲକାନଗିରିରେ ୬୦ଟି, ବଲାଙ୍ଗିରରେ ୩୨ଟି, ନୂଆପଡ଼ାରେ ୧୨ଟି, ଝାରସୁଗୁଡ଼ାରେ ଜିଲ୍ଲାରେ ୪ଟି ଗାଁ ରେ କେହି ଲୋକ ବସବାସ କରୁନଥିବା ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି।

ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ଲିଖିତ ଉତ୍ତର ଅନୁସାରେ ରାଜ୍ୟର ଜନବସତି ଥିବା ସମସ୍ତ ୪୭୬୭୭ଟି ଗାଁକୁ ବିଭିନ୍ନ ସରକାରୀ ଯୋଜନାରେ ବିଦ୍ୟୁତକରଣ କରାଯାଇଛି। ଅର୍ଥାତ୍ ରାଜ୍ୟରେ ୪୭୬୭୭ଟି ଗାଁରେ ଜନବସତି ରହିଛି ଓ ଶତପ୍ରତିଶତ ବିଦ୍ୟୁତ ଯୋଗାଣ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ପଂଚାୟତିରାଜ ବିଭାଗର ତଥ୍ୟ ଅନୁସାରେ ଏବେ ଓଡ଼ିଶାରେ ମୋଟ ୫୩୮୪୫ଟି ଗାଁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story