ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଗାଁ ଲୋକ!

ପାରାଦୀପ(ରମାକାନ୍ତ ନାୟକ): ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ବହେ ଛେଚା ଖାଇଛି। ଗାଁ ଲୋକେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଅଭୟଚାନ୍ଦପୁର ଥାନାର ୪ କର୍ମଚାରୀ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପାରାଦୀପ ଗଡ଼ ଗାଁର ତ୍ରିନାଥ ଦଳେଇଙ୍କ ନାଁରେ ପୁରୁଣା […]

paradeep

paradeep

Manoranjan Sial
  • Published: Thursday, 04 February 2021
  • Updated: 04 February 2021, 08:53 PM IST

ପାରାଦୀପ(ରମାକାନ୍ତ ନାୟକ): ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ବହେ ଛେଚା ଖାଇଛି। ଗାଁ ଲୋକେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଅଭୟଚାନ୍ଦପୁର ଥାନାର ୪ କର୍ମଚାରୀ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ପାରାଦୀପ ଗଡ଼ ଗାଁର ତ୍ରିନାଥ ଦଳେଇଙ୍କ ନାଁରେ ପୁରୁଣା ମାମଲା ରହିଛି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ଅଭୟଚାନ୍ଦପୁର ଥାନା ପୁଲିସ ସାଦା ପୋଷାକରେ ପାରାଦୀପ ଗଡ଼ ଗାଁକୁ ଯାଇଥିଲା। ପୁଲିସ ତାକୁ ଧରି ଆଣୁଥିବା ବେଳେ ପରିବାର ଓ ଗାଁ ଲୋକେ ବିରୋଧ କରିଥିଲେ। ପରେ ପୁଲିସକୁ ମାଡ଼ ମାରି ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଛି। ପୁଲିସକୁ ଆକ୍ରମଣ କରିଥିବା ଲୋକମାନେ ଫେରାର ହୋଇଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story