ମା’ ମଙ୍ଗଳା ଦର୍ଶନ ପାଇଁ ଯାଇ ଥିବା ଭାଇ-ଭଉଣୀଙ୍କ ପତ୍ତା ମିଳୁନି

କୋଣାର୍କ (ସଂଜୟ ପତି) :୪ ଦିନ ହେଲା ଭାଇଭଉଣୀ ନିଖୋଜ। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର ଗାଁର ଲଛମନ ବାରିକଙ୍କ ପୁଅ ଓ ଝିଅ ୪ଦିନ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ପାଇବାପରେ ପୁଲିସ ଘଟଣାର ତଦନ୍ତ କରୁଛି। ଗତ ୯ ତାରିଖରେ ସାଇକେଲ ନେଇ ରୁପାଲି ଓ ସିପୁନ କାକଟପୁର ମା’ ମଙ୍ଗଳା ଦର୍ଶନ ପାଇଁ ଯାଇ ଆଉ ଫେରିନଥିଲେ। ସେମାନଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା ବେଳେ […]

missing

missing

Tapas Behera
  • Published: Sunday, 14 April 2019
  • Updated: 14 April 2019, 08:00 PM IST

କୋଣାର୍କ (ସଂଜୟ ପତି) :୪ ଦିନ ହେଲା ଭାଇଭଉଣୀ ନିଖୋଜ। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର ଗାଁର ଲଛମନ ବାରିକଙ୍କ ପୁଅ ଓ ଝିଅ ୪ଦିନ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ପାଇବାପରେ ପୁଲିସ ଘଟଣାର ତଦନ୍ତ କରୁଛି।

ଗତ ୯ ତାରିଖରେ ସାଇକେଲ ନେଇ ରୁପାଲି ଓ ସିପୁନ କାକଟପୁର ମା’ ମଙ୍ଗଳା ଦର୍ଶନ ପାଇଁ ଯାଇ ଆଉ ଫେରିନଥିଲେ। ସେମାନଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା ବେଳେ ୧୦ ତାରିଖରେ ଜଣେ ସମ୍ପର୍କୀୟ ଦୋକାନ ସମ୍ମୁଖରୁ ତାଙ୍କ ସାଇକଲେ ମିଳିଥିଲା। ପୁଅ, ଝିଅଙ୍କ ପତ୍ତା ମିଳୁନଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story