ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସ୍ଥିତିରେ କ୍ରମଶଃ ସୁଧାର ଆସୁଛି।  ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ହୀରାକୁଦକୁ ଜଳପ୍ରବାହ କମିବାରୁ  ଆଉ ୪ ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ହୀରାକୁଦ ଡ୍ୟାମ୍‌ରୁ ଏବେ ୩୬ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ । ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ୍ ରହିଛି । ସେକେଣ୍ଡ ପ୍ରତି […]

hirakud-2

hirakud-2

Niharika Rout
  • Published: Monday, 31 August 2020
  • Updated: 31 August 2020, 07:43 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସ୍ଥିତିରେ କ୍ରମଶଃ ସୁଧାର ଆସୁଛି।  ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ହୀରାକୁଦକୁ ଜଳପ୍ରବାହ କମିବାରୁ  ଆଉ ୪ ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ହୀରାକୁଦ ଡ୍ୟାମ୍‌ରୁ ଏବେ ୩୬ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ ।

ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ୍ ରହିଛି । ସେକେଣ୍ଡ ପ୍ରତି ଡ୍ୟାମ୍‌କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପଶୁଛି । ଡ୍ୟାମରୁ ନିଷ୍କାସିତ ହେଉଛି ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ । କଟକ ମୁଣ୍ଡଳିରେ ୯ ଲକ୍ଷ ୨୩ ହଜାର ୭୫୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।

ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୁ  ଅଧିକ ପାଣି ପ୍ରବାହିତ ହେବ ନାହିଁ ବୋଲି ଗତକାଲି ଏସ୍‌ଆରସି ଗଣମାଧ୍ୟମକୁ ସୂଚନା ଦେଇଥିଲେ।  ଅପରପକ୍ଷେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍, NDRF ଟିମ୍ ଓ ପ୍ରଶାସନ ପ୍ରସ୍ତୁତ ଥିବା ମଧ୍ୟ କହିଥିଲେ SRC।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ହୀରାକୁଦର ୩ଟି ଗେଟ୍‌ ବନ୍ଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story