ଧବଳେଶ୍ୱର ପୀଠରେ ମାତିଲେ ଚେନ୍ ଲୁଟେରା

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର ହୋଇଥିବାରୁ ସକାଳେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହାର ସୁଯୋଗ ନେଇ ଏକ ଚେନ୍ ଲୁଟେରା ଗ୍ୟାଙ୍ଗ୍ ସେଠାରେ ମାତିଥିଲେ। ଆଜି ଏହି ପୀଠରେ ୪ ଜଣ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଗୁରୁଡ଼ିଝାଟିଆ ପୁଲିସ୍‌ ଜଣେ ମହିଳା ଲୁଟେରାକୁ  ଅଟକ ରଖି ପଚରାଉଚରା କରୁଛି।

athgada

Jyoshna Pradhan
  • Published: Monday, 28 October 2019
  • , Updated: 28 October 2019, 02:47 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର ହୋଇଥିବାରୁ ସକାଳେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହାର ସୁଯୋଗ ନେଇ ଏକ ଚେନ୍ ଲୁଟେରା ଗ୍ୟାଙ୍ଗ୍ ସେଠାରେ ମାତିଥିଲେ।

ଆଜି ଏହି ପୀଠରେ ୪ ଜଣ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଗୁରୁଡ଼ିଝାଟିଆ ପୁଲିସ୍‌ ଜଣେ ମହିଳା ଲୁଟେରାକୁ  ଅଟକ ରଖି ପଚରାଉଚରା କରୁଛି।

Related story