ଭୟଙ୍କର ଦୁର୍ଘଟଣା; ପାଇପ୍ ଫାଟି ୪ ଗୁରୁତର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : ଗଞ୍ଜାମ ବ୍ଳକ ଗ୍ରାସିମ୍ କମ୍ପାନୀରେ  ଷ୍ଟିମ୍ ପାଇପ୍ ଫାଟି ଆଜି ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ପାଇପ ଫାଟି ଯିବାରୁ ପୋଡ଼ି ହୋଇ ୪ ଜଣ  ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ଅଛନ୍ତି। ସମସ୍ତ ୪ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି।

blast

Niharika Rout
  • Published: Tuesday, 06 October 2020
  • , Updated: 06 October 2020, 01:39 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : ଗଞ୍ଜାମ ବ୍ଳକ ଗ୍ରାସିମ୍ କମ୍ପାନୀରେ  ଷ୍ଟିମ୍ ପାଇପ୍ ଫାଟି ଆଜି ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ପାଇପ ଫାଟି ଯିବାରୁ ପୋଡ଼ି ହୋଇ ୪ ଜଣ  ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ଅଛନ୍ତି।

ସମସ୍ତ ୪ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି।

Related story