ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍। ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକରେ। ସୂଚନା ଅନୁଯାୟୀ, ଏକାଧିକ ଦୋକାନ ଉପରେ ଚଢ଼ିଯାଇ ପଥର ବୋଝେଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଏହି ଗୁରୁତର ଆହତ ହୋଇଥିବା ଲୋକଙ୍କୁ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

accident1

Jitendra Garnayak
  • Published: Saturday, 19 September 2020
  • , Updated: 19 September 2020, 09:56 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍। ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକରେ। ସୂଚନା ଅନୁଯାୟୀ, ଏକାଧିକ ଦୋକାନ ଉପରେ ଚଢ଼ିଯାଇ ପଥର ବୋଝେଇ ଟ୍ରକ୍ଟି ଓଲଟି ପଡ଼ିଥିଲା।

ଏହି ଗୁରୁତର ଆହତ ହୋଇଥିବା ଲୋକଙ୍କୁ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story